ଝାରସୁଗୁଡାରୁ ଅପହୃତା ଛାତ୍ରୀ ରାଞ୍ଚିରୁ ଉଦ୍ଧାର, ୪ ଗିରଫ, ବୋଲେରୋ ଜବତ

ଝାରସୁଗୁଡା: ଝାରସୁଗୁଡାରୁ ଅପହୃତା ଜଣେ କଲେଜ ଛାତ୍ରୀଙ୍କୁ ବୁଧବାର ରାଞ୍ଚି ପୋଲିସ ଉଦ୍ଧାର କରିଛି । ସମ୍ପୃକ୍ତ ଛାତ୍ରୀଙ୍କୁ ଅପହରଣ କରି ନେଉଥିବା ୪ ଜଣ ଅଭିଯୁକ୍ତ ଗିରଫ କରାଯିବା ସହ ସେମାନେ ବ୍ୟବହାର କରିଥିବା ଏକ ବୋଲେରୋକୁ ଜବତ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବାବୁଲା ପାତ୍ର, ସିମୁ ଓରାମ, ନୁର୍ପଣ ଓରାମ ଏବଂ ପ୍ରଦୀପ କୌଳାଶ। ଏମାନଙ୍କ ଘର ସମ୍ବଲପୁର ଓ ଝାରସୁଗୁଡାରେ ବୋଲି ପୋଲିସ ଜଣାପଡିଛି। ଏ ନେଇ ମଙ୍ଗଳବାର […]

jharsuguda

Rakesh Mallick
  • Published: Wednesday, 03 February 2016
  • , Updated: 03 February 2016, 05:58 PM IST

ଝାରସୁଗୁଡା: ଝାରସୁଗୁଡାରୁ ଅପହୃତା ଜଣେ କଲେଜ ଛାତ୍ରୀଙ୍କୁ ବୁଧବାର ରାଞ୍ଚି ପୋଲିସ ଉଦ୍ଧାର କରିଛି । ସମ୍ପୃକ୍ତ ଛାତ୍ରୀଙ୍କୁ ଅପହରଣ କରି ନେଉଥିବା ୪ ଜଣ ଅଭିଯୁକ୍ତ ଗିରଫ କରାଯିବା ସହ ସେମାନେ ବ୍ୟବହାର କରିଥିବା ଏକ ବୋଲେରୋକୁ ଜବତ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବାବୁଲା ପାତ୍ର, ସିମୁ ଓରାମ, ନୁର୍ପଣ ଓରାମ ଏବଂ ପ୍ରଦୀପ କୌଳାଶ। ଏମାନଙ୍କ ଘର ସମ୍ବଲପୁର ଓ ଝାରସୁଗୁଡାରେ ବୋଲି ପୋଲିସ ଜଣାପଡିଛି। ଏ ନେଇ ମଙ୍ଗଳବାର ସମ୍ପୃକ୍ତ ଛାତ୍ରୀଙ୍କ ପରିବାରବର୍ଗ ଝାରସୁଗୁଡା ଥାନାରେ ଅଭିଯୋଗ ହୋଇଥିଲା।

Related story