ମୃତ ବାର୍‌ହା ଜବତ, ଶିକାରୀ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବନ ବିଭାଗ ଅଧିକାରୀମାନେ ଆଜି ଏକ ମୃତ ‍ବାର୍‌ହା ଜବତ କରିବା ସହିତ ଜଣେ ଶିକାରୀକୁ ଗିରଫ କରିଛନ୍ତି। ଗିରଫ ଶିକାରୀ ନାଁ କଂଗ୍ରେସ ଲୁହାରା। ସୁନ୍ଦରଗଡ଼ର ଏକ ଜଙ୍ଗଲରେ ବାର୍‌ହା ଶିକାର କରିବା ପରେ ବାଇକ୍‌ ଯୋଗେ ସେ ଏହାକୁ ଝାରସୁଗୁଡ଼ା ଆଣୁଥିଲେ। ଝାରସୁଗୁଡ଼ାର ବନହରପଡ଼ା ଠାରେ ତାଙ୍କୁ ଧରି ଥିଲେ ବନ ବିଭାଗ ଅଧିକାରୀ।

congressmahal

Rakesh Mallick
  • Published: Thursday, 12 January 2017
  • , Updated: 12 January 2017, 10:46 AM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବନ ବିଭାଗ ଅଧିକାରୀମାନେ ଆଜି ଏକ ମୃତ ‍ବାର୍‌ହା ଜବତ କରିବା ସହିତ ଜଣେ ଶିକାରୀକୁ ଗିରଫ କରିଛନ୍ତି। ଗିରଫ ଶିକାରୀ ନାଁ କଂଗ୍ରେସ ଲୁହାରା।

ସୁନ୍ଦରଗଡ଼ର ଏକ ଜଙ୍ଗଲରେ ବାର୍‌ହା ଶିକାର କରିବା ପରେ ବାଇକ୍‌ ଯୋଗେ ସେ ଏହାକୁ ଝାରସୁଗୁଡ଼ା ଆଣୁଥିଲେ। ଝାରସୁଗୁଡ଼ାର ବନହରପଡ଼ା ଠାରେ ତାଙ୍କୁ ଧରି ଥିଲେ ବନ ବିଭାଗ ଅଧିକାରୀ।

Related story