ଝାରସୁଗୁଡ଼ା: ଲଖନପୁର ବ୍ଲକ୍ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକରେ ଅବସ୍ଥାପିତ ରହିଥିବା କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ପଟେଲଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଲଖନପୁର ବ୍ଲକ୍ କାର୍ଯ୍ୟାଳୟ, ଝାରସୁଗୁଡାସ୍ଥିତ ପାହାଡିମନ୍ଦିର ତିନି ମହଳା କୋଠା, ଜମନକିରା ସ୍ଥିତ ତାଙ୍କ ଶ୍ୱଶୁର ଘର ଓ ଅନ୍ୟ ୨ଟି ସ୍ଥାନରେ ଅଧିକାରୀମାନେ ଚଢାଉ କରିଥିଲେ। ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ଚାଲିଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

ravenswa

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 11:04 AM IST

Related story