ଝାରସୁଗୁଡ଼ା: ବଳାତ୍କାର ମାମଲାରେ ଯୁବକକୁ ୫ ବର୍ଷ ଜେଲ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଶ୍ରୀପୁରା ଗାଁର ଯୁବତୀଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ କୁଲଦୀପ ବେହେରାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍। ୧୩ ଜଣ ସାକ୍ଷୀ ଓ ମୃତ୍ୟୁ ପୂର୍ବରୁ ପୀଡ଼ିତାଙ୍କ ବୟାନକୁ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୧୦ ମସିହାରେ  ବଡ଼ମାଲ ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ କୁଲଦୀପକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ୨୦୧୩ ମସିହାରେ ପୀଡ଼ିତାଙ୍କ କୌଣସି କାରଣରୁ  ମୃତ୍ୟୁ […]

jharsuguda

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 08:13 AM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଶ୍ରୀପୁରା ଗାଁର ଯୁବତୀଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ କୁଲଦୀପ ବେହେରାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍। ୧୩ ଜଣ ସାକ୍ଷୀ ଓ ମୃତ୍ୟୁ ପୂର୍ବରୁ ପୀଡ଼ିତାଙ୍କ ବୟାନକୁ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।

୨୦୧୦ ମସିହାରେ  ବଡ଼ମାଲ ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ କୁଲଦୀପକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ୨୦୧୩ ମସିହାରେ ପୀଡ଼ିତାଙ୍କ କୌଣସି କାରଣରୁ  ମୃତ୍ୟୁ ହୋଇଯାଇଥିଲା।

Related story