ଦାଦା ବଟି ନ ଦେବାରୁ ଜେସିବି ମେସିନ୍‌ ପୋଡ଼ି ଦେଲେ ଦୁର୍ବୃତ୍ତ

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଜୟଚନ୍ଦ୍ରପୁର ଠାରେ ଲୁଣାନନ୍ଦୀରେ ପଥର ପ୍ୟାକିଂ କରୁଥିବା ଠିକାଦାରଙ୍କ ଜେସିବି ମେସିନକୁ ଦୃର୍ବୁତ୍ତମାନେ ପୋଡ଼ି ଦେଇଛନ୍ତି। ଠିକାଦାର ଦାଦା ବଟି ନ ଦେବାରୁ ଆଜି  ଦୁର୍ବୃତ୍ତମାନେ ଏହି ଜେସବି ମେସିନକୁ  ପୋଡ଼ି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା।

patkura

Rakesh Mallick
  • Published: Sunday, 25 December 2016
  • , Updated: 25 December 2016, 02:37 PM IST

Related story