କଳିଙ୍ଗନଗର ଜମି ହଡ଼ପ ଘଟଣା: ପୂର୍ବତନ ମୁଖ୍ୟ ଶାସନ ସଚିବ ସମେତ ୫ ଜଣଙ୍କୁ ନୋଟିସ୍

ଯାଜପୁର: କଳିଙ୍ଗନଗରରୁ ସରକାରୀ ଜମି ଅଧିଗ୍ରହଣ କରି ସରକାର ଲ୍ୟାଣ୍ଡ ବ୍ୟାଙ୍କ୍ ସୃଷ୍ଟି କରିବାକୁ ଯାଉଛନ୍ତି । ଏପରି ସ୍ଥିତିରେ କଳିଙ୍ଗନଗର ପାଖରେ ଥିବା ୭୦ ଏକର ଜମିକୁ ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାଶ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଆର୍. ଏନ୍. ଦାଶଙ୍କ ସମେତ ୫ ଜଣଙ୍କୁ ଲ୍ୟାଣ୍ଡ ରେକର୍ଡ ଆଣ୍ଡ ସେଟେଲମେଣ୍ଟ କମିଶନ୍ ୧୬ ତାରିଖରେ ହାଜର ହେବା ପାଇଁ  ନୋଟିସ ଜାରି କରିଛନ୍ତି। କଳିଙ୍ଗନଗର ପାଖ […]

kalinganagar

kalinganagar

Rakesh Mallick
  • Published: Thursday, 05 November 2015
  • Updated: 06 November 2015, 05:56 AM IST

Sports

Latest News

ଯାଜପୁର: କଳିଙ୍ଗନଗରରୁ ସରକାରୀ ଜମି ଅଧିଗ୍ରହଣ କରି ସରକାର ଲ୍ୟାଣ୍ଡ ବ୍ୟାଙ୍କ୍ ସୃଷ୍ଟି କରିବାକୁ ଯାଉଛନ୍ତି । ଏପରି ସ୍ଥିତିରେ କଳିଙ୍ଗନଗର ପାଖରେ ଥିବା ୭୦ ଏକର ଜମିକୁ ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାଶ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଆର୍. ଏନ୍. ଦାଶଙ୍କ ସମେତ ୫ ଜଣଙ୍କୁ ଲ୍ୟାଣ୍ଡ ରେକର୍ଡ ଆଣ୍ଡ ସେଟେଲମେଣ୍ଟ କମିଶନ୍ ୧୬ ତାରିଖରେ ହାଜର ହେବା ପାଇଁ  ନୋଟିସ ଜାରି କରିଛନ୍ତି।

କଳିଙ୍ଗନଗର ପାଖ ଦାନଗଦି ବ୍ଲକ ଶାଳୀଜଙ୍ଗ। ଗାଁ ଶାଳୁଆ ଜଙ୍ଗଲ କିସମ ଜମି ୭୦ ଏକର ଜମି ହଡପ ହୋଇଥିବା ଅଭିଯୋଗ ହୋଇଛି। ଏ ଜମିର ଆନୁମାନିକ ମୂଲ୍ୟ ୩୫ କୋଟି ଟଙ୍କ। ହେବ। ଏହି ଜମିର କିସମକୁ ପୂର୍ବବତ୍ ଅନାବାଦି ଶାଳୁଆ ଜଙ୍ଗଲ ରଖିବା ପାଇଁ ଯାଜପୁର ଜିଲ୍ଲାପାଳ ଲ୍ୟାଣ୍ଡ ରେକର୍ଡ ଆଣ୍ଡ ସେଟଲମେଣ୍ଟ କମିଶନଙ୍କ ନିକଟରେ ଦରଖାସ୍ତ କରିଥିଲେ। ଏହି ଜମି ସୁକିନ୍ଦା ଇେଷ୍ଟଟ ମଧ୍ୟରେ ଥିଲା। ୧୯୨୭-୨୮ରୁ ଏହି ଜମିର କିସମ ଅନାବଦି ଶାଳୁଆ ଜଙ୍ଗଲ କିସମ ରହିଆସିଛି। ୧୯୫୨-୫୩ରେ ସୁକିନ୍ଦା ଇେଷ୍ଟଟ ସରକାରଙ୍କ ସହ ମିଶିବା ପରେ ବି ଏହାର କିସମ ଅପରିବର୍ତ୍ତିତ ରହିଥିଲା। ମାତ୍ର ଆର୍. ଏନ୍. ଦାସଙ୍କ ନାଁରେ ଏହା ବେନିୟମ ଭାବେ ମ୍ୟୁଟେସନ କରାଯାଇଥିବା କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ । ଏ ନେଇ ଆର୍. ଏନ୍. ଦାଶ, ତାଙ୍କ ପରିବାର ଓ ତାଙ୍କଠାରୁ ଏହି ଜମି କିଣିଥିବା ଲୋକଙ୍କୁ ନୋଟିସ୍ ଜାରି କରାଯାଇଛି । ଏହି ୭୦ ଏକର ଜମି ହାତ ପଟ୍ଟା ମାଧ୍ୟମରେ ଆର୍. ଏନ୍. ଦାଶ ହାତେଇଥିଲେ ବୋଲି କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି।  ଏ ସମ୍ପର୍କରେ ଦାଶଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ସେପଟେ ମାମଲା ବିଚରାଧୀନ ଥିବାରୁ ଜିଲ୍ଲା ପ୍ରଶାସନ ପ୍ରତିକ୍ରିୟା ଦେଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story