କଟକ: ୧୨ଟି ବିରଳ ଚିତ୍ରାଇଣ୍ଡିକା କଇଁଛ ଉଦ୍ଧାର, ଅଭିଯୁକ୍ତ ଫେରାର

କଟକ: କଟକ ଜିଲ୍ଲା ୪୨ମୌଜା କାଠଯୋଡ଼ି ମୁହାଣରୁ ୧୨ଟି ଚିତ୍ରାଇଣ୍ଡିକା କଇଁଚ୍ଛ ଉଦ୍ଧାର କରାଯାଇଛି। କୋଲକାତାକୁ ଚୋରା ଚାଲାଣ ଉଦ୍ୟମ ବେଳେ ଏସବୁ ବିରଳ ପ୍ରଜାତିର କଇଁଛଙ୍କୁ ଉଦ୍ଧାର କରାଯାଇଛି। ସିଟି ଫରେଷ୍ଟ କର୍ମୀମାନେ ଚଢାଉ କରି କଇଁଛଗୁଡ଼ିକୁ ଉଦ୍ଧାର କରିଛନ୍ତି। ତେବେ ଚାରାଚାଲାଣ ପାଇଁ ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗୋଟିଏ ଗୋଟିଏ ଚିତ୍ରାଇଣ୍ଡିକା କଇଁଛର ମୂଲ୍ୟ ୪୦ରୁ ୫୦ ହଜାର ଟଙ୍କା ହେବ। ଉଦ୍ଧାର କଇଁଛଗୁଡ଼ିକୁ ବନ ବିଭାଗକୁ ହସ୍ତାନ୍ତର […]

kaincha

kaincha

Rakesh Mallick
  • Published: Wednesday, 09 December 2015
  • Updated: 09 December 2015, 08:33 AM IST

Sports

Latest News

କଟକ: କଟକ ଜିଲ୍ଲା ୪୨ମୌଜା କାଠଯୋଡ଼ି ମୁହାଣରୁ ୧୨ଟି ଚିତ୍ରାଇଣ୍ଡିକା କଇଁଚ୍ଛ ଉଦ୍ଧାର କରାଯାଇଛି। କୋଲକାତାକୁ ଚୋରା ଚାଲାଣ ଉଦ୍ୟମ ବେଳେ ଏସବୁ ବିରଳ ପ୍ରଜାତିର କଇଁଛଙ୍କୁ ଉଦ୍ଧାର କରାଯାଇଛି। ସିଟି ଫରେଷ୍ଟ କର୍ମୀମାନେ ଚଢାଉ କରି କଇଁଛଗୁଡ଼ିକୁ ଉଦ୍ଧାର କରିଛନ୍ତି। ତେବେ ଚାରାଚାଲାଣ ପାଇଁ ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗୋଟିଏ ଗୋଟିଏ ଚିତ୍ରାଇଣ୍ଡିକା କଇଁଛର ମୂଲ୍ୟ ୪୦ରୁ ୫୦ ହଜାର ଟଙ୍କା ହେବ। ଉଦ୍ଧାର କଇଁଛଗୁଡ଼ିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ପରେ ସେଗୁଡ଼ିକୁ ନନ୍ଦନକାନନ ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story