କଟକ: ପୋଲିସ୍‌ କର୍ମଚାରୀଙ୍କ ଘରୁ ଚୋରି

କଟକ: କଟକ ବାଦାମବାଡ଼ି ସ୍ଥିତ ନିୟୁ ଏଲଆଇସି କଲୋନୀରୁ ଜଣେ ପୋଲିସ୍ କର୍ମଚାରୀଙ୍କ ଘରୁ ସୁନା ଅଳଙ୍କ।ର ସହ ଜିନିଷପତ୍ର ଲୁଟ ହୋଇଥିବା ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି। ଦୁବୁର୍ତ୍ତମାନେ ତାଲା ଭାଙ୍ଗି ଘରେ ପଶି ସୁନାଅଳଙ୍କ।ର ସହ ଜିନିଷପତ୍ର ଲୁଟ କରିଥିବା ଅଭିଯୋଗ ହୋଇଛି। ଏହାସହ କଲୋନୀରେ ରହୁଥିବା ଆଉ ଜଣେ ସରକାରୀ କର୍ମଚାରୀଙ୍କ ଘରୁ ମଧ୍ୟ ସମାନ ଢଙ୍ଗରେ କିଛି ସୁନା ଅଳଙ୍କ।ର ଲୁଟ ହୋଇଛି। ବାଦାମବାଡି ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି।