ମାଲକାନଗିରିରେ କିନ୍ନରଙ୍କୁ ମାଡ଼

malkangereମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ନୟକଗୁଡ଼ା ଗ୍ରାମରେ ଜଣେ କିନ୍ନରଙ୍କୁ ଆକ୍ରମଣ ହୋଇଛି।

ଗତ କିଛି ଦିନ ଧରି କିନ୍ନର ଜଣକ ଜୋର ଜବରଦସ୍ତ ସ୍ଥାନୀୟ ଲୋକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ ଲୋକେ କିନ୍ନରକୁ ଧରି ନିସ୍ତୁକ ମାଡ଼ ମାରିଥିଲେ।

ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।