କେନ୍ଦ୍ରାପଡ଼ା: ଗୁଳିମାଡ଼ରେ ଜଣେ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍‌ ବ୍ଲକ୍‌ ଅନ୍ତର୍ଗତ ଠାକୁରପାଟଣା ନିକଟରେ ଆଜି ସକାଳେ ଗୁଳିମାଡ଼ ହୋଇଛି। ଏଥିରେ ସ୍ଥାନୀୟ ହଳଦିଆର ଏସ୍‌.କେ. ଅବଦୁଲ୍‌ ଆହତ ହୋଇଛନ୍ତି। ଅବଦୁଲ୍‌ଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଅବଦୁଲଙ୍କ ଗୋଡ଼ ଓ ପିଠିରେ  ଗୁଳି ବାଜିଛି। ଆଜି ସକାଳ ପ୍ରାୟ ୮ଟା୩୦ରେ ଅବଦୁଲ୍‌ ବାଇକ୍‌ରେ କେନ୍ଦ୍ରାପଡ଼ା ଆସୁଥିଲେ। ଏହି ସମୟରେ ଗୋଟିଏ ବାଇକ୍‌ରେ ୨ ଜଣ ଦୁର୍ବୃତ୍ତ ଆସି ତାଙ୍କୁ […]

kendrapada

kendrapada

Rakesh Mallick
  • Published: Monday, 15 August 2016
  • Updated: 15 August 2016, 01:26 PM IST

kendsrapadaକେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍‌ ବ୍ଲକ୍‌ ଅନ୍ତର୍ଗତ ଠାକୁରପାଟଣା ନିକଟରେ ଆଜି ସକାଳେ ଗୁଳିମାଡ଼ ହୋଇଛି। ଏଥିରେ ସ୍ଥାନୀୟ ହଳଦିଆର ଏସ୍‌.କେ. ଅବଦୁଲ୍‌ ଆହତ ହୋଇଛନ୍ତି। ଅବଦୁଲ୍‌ଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

ଅବଦୁଲଙ୍କ ଗୋଡ଼ ଓ ପିଠିରେ  ଗୁଳି ବାଜିଛି।

ଆଜି ସକାଳ ପ୍ରାୟ ୮ଟା୩୦ରେ ଅବଦୁଲ୍‌ ବାଇକ୍‌ରେ କେନ୍ଦ୍ରାପଡ଼ା ଆସୁଥିଲେ। ଏହି ସମୟରେ ଗୋଟିଏ ବାଇକ୍‌ରେ ୨ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଗୁଳିମାଡ଼ର କାରଣ ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story