ଅସଦାଚରଣ ଅଭିଯୋଗରେ ହାବିଲଦାର ଗିରଫ

କେନ୍ଦ୍ରାପଡା: ଜଣେ ବୃଦ୍ଧା ଓ ନାବାଳିକା ନାତୁଣୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ପୋଲିସ୍‌ ହାବିଲଦାର ଅମର ବେହେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ରାଜନଗର ବସ ଷ୍ଟାଣ୍ଡରେ ବୃଦ୍ଧା ଓ ତାଙ୍କ ନାତୁଣୀ ଛିଡ଼ା ହୋଇଥିଲେ। ଏହି ସମୟରେ ଅମର ସେମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।  ଏହାକୁ ନେଇ ବସ୍‌ଷ୍ଟାଣ୍ଡରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ରାଜନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

KENDRAPARA

KENDRAPARA

Rakesh Mallick
  • Published: Monday, 06 February 2017
  • Updated: 06 February 2017, 04:37 PM IST

Sports

Latest News

କେନ୍ଦ୍ରାପଡା: ଜଣେ ବୃଦ୍ଧା ଓ ନାବାଳିକା ନାତୁଣୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ପୋଲିସ୍‌ ହାବିଲଦାର ଅମର ବେହେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ରାଜନଗର ବସ ଷ୍ଟାଣ୍ଡରେ ବୃଦ୍ଧା ଓ ତାଙ୍କ ନାତୁଣୀ ଛିଡ଼ା ହୋଇଥିଲେ। ଏହି ସମୟରେ ଅମର ସେମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।  ଏହାକୁ ନେଇ ବସ୍‌ଷ୍ଟାଣ୍ଡରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ରାଜନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ପରିବେଶ ଶାନ୍ତ ପଡ଼ିଥିଲା।

ବୃଦ୍ଧାଙ୍କ ଅଭିଯୋଗ କ୍ରମେ ପୋଲିସ ନଂ.୧୬।୧୭ରେ ମାମଲା ରୁଜୁ କରି ହାବିଲଦାର ଅମରକୁ ଗିରଫ କରି କୋର୍ଟଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story