ଲାଞ୍ଚ ନେଇ ଧରାପଡ଼ିଲେ ଅବକାରୀ ଅଧ୍ୟକ୍ଷ

କେନ୍ଦ୍ରାପଡ଼ା: ଲାଞ୍ଚ ନେବା ଅଭିଯୋଗରେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ଅଧ୍ୟକ୍ଷ ରମା ନାରାୟଣ ସେଠୀଙ୍କୁ ଆଜି ଭିଜିଲାନ୍ସ ବିଭାଗ ଗିରଫ କରିଛି। ଏହାଛଡ଼ା ତାଙ୍କ ଘରେ ଚଢ଼ାଉ କରି ୧,୨୯,୨୦୦ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଏକ ମଦ ଦୋକାନକୁ ବନ୍ଦ କରିବା ପାଇଁ ଗୋପ ଛକରେ ଅନ୍ୟ ଏକ ମଦ ଦୋକାନର ମ୍ୟାନେଜର ଆଜି ସକାଳେ ଅବକାରୀ ଅଧ୍ୟକ୍ଷ ରମା ନାରାୟଣଙ୍କୁ ତାଙ୍କ ସରକାରୀ ବାସଭବନରେ ୨୦,୦୦ ଟଙ୍କା […]

vigilance arrest

vigilance arrest

Rakesh Mallick
  • Published: Friday, 27 January 2017
  • Updated: 27 January 2017, 03:31 PM IST

କେନ୍ଦ୍ରାପଡ଼ା: ଲାଞ୍ଚ ନେବା ଅଭିଯୋଗରେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ଅଧ୍ୟକ୍ଷ ରମା ନାରାୟଣ ସେଠୀଙ୍କୁ ଆଜି ଭିଜିଲାନ୍ସ ବିଭାଗ ଗିରଫ କରିଛି। ଏହାଛଡ଼ା ତାଙ୍କ ଘରେ ଚଢ଼ାଉ କରି ୧,୨୯,୨୦୦ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।

ଏକ ମଦ ଦୋକାନକୁ ବନ୍ଦ କରିବା ପାଇଁ ଗୋପ ଛକରେ ଅନ୍ୟ ଏକ ମଦ ଦୋକାନର ମ୍ୟାନେଜର ଆଜି ସକାଳେ ଅବକାରୀ ଅଧ୍ୟକ୍ଷ ରମା ନାରାୟଣଙ୍କୁ ତାଙ୍କ ସରକାରୀ ବାସଭବନରେ ୨୦,୦୦ ଟଙ୍କା ଲାଞ୍ଚ ଦେଉଥିଲେ। ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରି କେନ୍ଦ୍ରପଡ଼ା ଭିଜିଲାନ୍ସ ଅଫିସକୁ ନେଇ ଦୁଇ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା। ପରେ ରମାନାରାୟଣଙ୍କୁ କଟକ ଭିଜିଲାନ୍ସ ଅଫିସ୍‌କୁ ପଠାଇ ଦିଆଯାଇଛି।

କେନ୍ଦ୍ରାପଡ଼ା ଭିଜିଲାନ୍ସ ଡିଏସ୍‌ପ ଶିଶିର କୁମାର ଭୋଇଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story