ଭୋଟରଙ୍କୁ ଟଙ୍କା ବାଣ୍ଟିବା ଅଭିଯୋଗ: କେନ୍ଦୁଝରଗଡ଼ ଉପ-ନଗରପାଳଙ୍କ ଘରେ ଚଢ଼ାଉ, ୩ ଲକ୍ଷରୁ ଅଧିକ ଟଙ୍କା ଜବତ

କେନ୍ଦୁଝର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଆଜି କେନ୍ଦୁଝର ଟାଉନ୍ ଥାନା ପୋଲିସ୍ କେନ୍ଦୁଝରଗଡ଼ ଉପ-ନଗରପାଳ ସରୋଜ ସାହୁଙ୍କ ଘରେ ଚଢ଼ାଉ କରି ୩,୪୦,୬୨୦ଟଙ୍କା ଜବତ କରିଛି। ଭୋଟର୍‌ଙ୍କୁ ପ୍ରଭାବିତ କରିବା ପାଇଁ ସେ ଟଙ୍କା ବାଣ୍ଟୁ ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୋଲିସ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସରୋଜ ଘରେ ନ ଥିଲେ କି ଆଉ କେହି ବି ନ […]

money

money

Rakesh Mallick
  • Published: Thursday, 16 February 2017
  • Updated: 16 February 2017, 06:36 PM IST

କେନ୍ଦୁଝର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଆଜି କେନ୍ଦୁଝର ଟାଉନ୍ ଥାନା ପୋଲିସ୍ କେନ୍ଦୁଝରଗଡ଼ ଉପ-ନଗରପାଳ ସରୋଜ ସାହୁଙ୍କ ଘରେ ଚଢ଼ାଉ କରି ୩,୪୦,୬୨୦ଟଙ୍କା ଜବତ କରିଛି। ଭୋଟର୍‌ଙ୍କୁ ପ୍ରଭାବିତ କରିବା ପାଇଁ ସେ ଟଙ୍କା ବାଣ୍ଟୁ ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୋଲିସ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସରୋଜ ଘରେ ନ ଥିଲେ କି ଆଉ କେହି ବି ନ ଥିଲେ।

କେନ୍ଦୁଝର ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର କହିଛନ୍ତି,“ବିଶେଷ ସୂତ୍ରରୁ ଖବର ପାଇ ସରୋଜ ସାହୁଙ୍କ ଘରେ ଚଢ଼ାଉ କରାଯାଇଥିଲା। ତାଙ୍କ ଘରୁ ତିନି ଲକ୍ଷ ଚାଳିଶ ହଜାର ଛଅ ଶହ କୋଡ଼ିଏ ଟଙ୍କା ଜବତ କରଯାଇଛି। ଏ ନେଇ ତଦନ୍ତ ଜାରି ରହିଛି। ତଦନ୍ତ ପରେ ପ୍ରକୃତ କଥା ଜଣାପଡ଼ିବ।”

ଭୋଟରଙ୍କୁ ଟଙ୍କା ବାଣ୍ଟିବା କଥାକୁ ସରୋଜ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ମୁଁ ନ ଥିବା ବେଳେ ପୋଲିସ୍ ଚଢ଼ାଉ କରିଥିଲା। ମୁଁ ଜଣେ ବ୍ୟବସାୟୀ। ତେଣୁ ମୋ ଘରେ ନଗଦ ଦୁଇ ତିନି ଲକ୍ଷ ଟଙ୍କା ରହିବା ସ୍ୱାଭାବିକ କଥା। ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଏହି ଚଢ଼ାଉ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story