ଖୋର୍ଦ୍ଧା : ଜାତୀୟ ରାଜପଥ କଡ଼ରେ ଯୁବତୀଙ୍କ ମୃତ ଦେହ ଠାବ

ଖୋର୍ଦ୍ଧା: ଖୋର୍ଦ୍ଧା ନିରାକାରପୁର ୧୬ ନମ୍ୱର ଜାତୀୟ ରାଜପଥ କଡ଼ରେ ଜଣେ ଯୁବତୀଙ୍କ ମୃତଦେହ ଠାବ ହୋଇଛି। ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି। ରାଜପଥର ମଲାଗୁଣୀ ନଦୀ ବ୍ରିଜ ତଳେ ସଂପୃକ୍ତ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି।  ମୁଣ୍ଡକୁ ପଥରେ  ଛେଚି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଜଙ୍କିଆ ଏବଂ ନିରାକାରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

jubathi -5

jubathi -5

Rakesh Mallick
  • Published: Sunday, 29 November 2015
  • Updated: 29 November 2015, 03:45 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ନିରାକାରପୁର ୧୬ ନମ୍ୱର ଜାତୀୟ ରାଜପଥ କଡ଼ରେ ଜଣେ ଯୁବତୀଙ୍କ ମୃତଦେହ ଠାବ ହୋଇଛି। ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି। ରାଜପଥର ମଲାଗୁଣୀ ନଦୀ ବ୍ରିଜ ତଳେ ସଂପୃକ୍ତ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି।  ମୁଣ୍ଡକୁ ପଥରେ  ଛେଚି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଜଙ୍କିଆ ଏବଂ ନିରାକାରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos