ଖୋଲୁଛି ସେକ୍ସ ରାକେଟ୍‌ର ଗୁମର: ୫୦-୫୦ର ବିଜନେସ୍‌ ଡିଲ୍‌ରେ ରୁଷୀୟ ଯୁବତୀକୁ ଭୁବନେଶ୍ୱର ଆଣିଥିଲା ଦଲାଲ

ଭୁବନେଶ୍ୱର: ଭୁବନେଶ୍ୱରରେ ସେକ୍ସ କାରବାର କଣ୍ଟ୍ରାକ୍ଟରେ ଆସି ଧରା ପଡିଥିବା ରୁଷୀୟ ଯୁବତୀଙ୍କୁ ଜେରା ବେଳେ ବହୁ ତାଞ୍ଚଲ୍ୟକର ତଥ୍ୟ କମିଶନରେଟ୍‌ ପୋଲିସକୁ ମିଳିଛି। ଆନ୍ତଃରାଜ୍ୟ ସେକ୍ସ ରାକେଟ ମାଧ୍ୟମରେ ଯୁବତୀ ଜଣଙ୍କ ଭୁବନେଶ୍ୱର ଆସିଥିଲେ। ଏଥିପାଇଁ ଭୁବନେଶ୍ୱରରେ ଦଲାଲ୍‌ ଓ ଯୁବତୀଙ୍କ ମଧ୍ୟରେ ୫୦-୫୦ରେ ବିଜନେସ୍ ଡିଲ୍ ହୋଇଥିଲା। ତଦନ୍ତରୁ ଜଣାପଡିଛି, ଫେବ୍ରୁଆରୀ ୨୫ରେ ଯୁବତୀ ଜଣକ ଭାରତକୁ ଆସିଥିଲେ। ପ୍ରଥମେ କୋଲକତାରେ ସେକ୍ସ କାରବାରର ନିୟୋଜିତ ଥିଲେ। ପରେ ଦଲାଲ ମାଧ୍ୟମରେ ଭୁବନେଶ୍ୱର ଆସିଥିଲେ। […]

russia-girl

russia-girl

Rakesh Mallick
  • Published: Thursday, 24 March 2016
  • Updated: 24 March 2016, 03:50 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ସେକ୍ସ କାରବାର କଣ୍ଟ୍ରାକ୍ଟରେ ଆସି ଧରା ପଡିଥିବା ରୁଷୀୟ ଯୁବତୀଙ୍କୁ ଜେରା ବେଳେ ବହୁ ତାଞ୍ଚଲ୍ୟକର ତଥ୍ୟ କମିଶନରେଟ୍‌ ପୋଲିସକୁ ମିଳିଛି। ଆନ୍ତଃରାଜ୍ୟ ସେକ୍ସ ରାକେଟ ମାଧ୍ୟମରେ ଯୁବତୀ ଜଣଙ୍କ ଭୁବନେଶ୍ୱର ଆସିଥିଲେ। ଏଥିପାଇଁ ଭୁବନେଶ୍ୱରରେ ଦଲାଲ୍‌ ଓ ଯୁବତୀଙ୍କ ମଧ୍ୟରେ ୫୦-୫୦ରେ ବିଜନେସ୍ ଡିଲ୍ ହୋଇଥିଲା।

ତଦନ୍ତରୁ ଜଣାପଡିଛି, ଫେବ୍ରୁଆରୀ ୨୫ରେ ଯୁବତୀ ଜଣକ ଭାରତକୁ ଆସିଥିଲେ। ପ୍ରଥମେ କୋଲକତାରେ ସେକ୍ସ କାରବାରର ନିୟୋଜିତ ଥିଲେ। ପରେ ଦଲାଲ ମାଧ୍ୟମରେ ଭୁବନେଶ୍ୱର ଆସିଥିଲେ। ବୁଧବାର ଗିରଫ ଯୁବକ ସୋମେଶ ପଣ୍ଡା ଏହି ସେକ୍ସ ରାକେଟ୍‌ର ସଦସ୍ୟ ଥିବା ଜଣାପଡିଛି। କେବଳ ଏହି ରୁଷୀୟ ଯୁବତୀ ନୁହନ୍ତି, ଆହୁରି କିଛି ବିଦେଶୀ ଯୁବତୀଙ୍କୁ ଆଣି ସେକ୍ସ ରାକେଟ ଚାଳାଇଥିବା ସୋମେଶକୁ ପଚରାଉଚରା ବେଳେ ଜାଣିବାକୁ ପାଇଛି ପୋଲିସ। ବଡ଼ବଡ଼ କ୍ଲବ୍, ମେଗା ଉଭେଣ୍ଟ ଓ ବିଜ୍‌ନେସ ଟାଇକୁନ୍‌ଙ୍କୁ ଟାର୍ଗେଟ କରି ଲକ୍ଷ ଲକ୍ଷ କାରବାର କରିବାର ଏହି ରାକେଟ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି। ଗିରଫ ବିଦେଶୀ ଯୁବତୀଙ୍କ ପାର୍ସପୋର୍ଟ ଯାଞ୍ଚ କରାଯାଉଛି। ଏ ନେଇ ଇମିଗ୍ରେସନ ଅଧିକାରୀଙ୍କ ସହଯୋଗ ଲୋଡାଯାଇଛି ବୋଲି ପୋଲିସ କହିଛି।

ଏହି ସେକ୍ସ ରାକେଟ୍‌ର କିଙ୍ଗପିନ୍‌ ସୁନୀଲ ମେହେର ବୋଲି ପୋଲିସ ସନ୍ଦେହ କରୁଛି। ପୂର୍ବରୁ ଏହିପରି ହାଇପ୍ରୋଫାଇଲ ସେକ୍ସ କାରବାର ଅଭିଯୋଗରେ ସୁନୀଲକୁ କମିଶନରେଟ୍‌ ପୋଲିସ ଗିରଫ କରିଥିଲା। ତେଣୁ ସୁନୀଲ ସହଯୋଗରେ ରୁଷୀୟ ଯୁବତୀଙ୍କୁ ଭୁବନେଶ୍ୱର ଅଣାଯାଇଥିବା ସନ୍ଦେହ କରାଯାଉଛି। ସେପଟେ ଗିରଫ ସୋମେଶକୁ ପୋଲିସ କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story