ଖୋର୍ଦ୍ଧା: ୫ ଡକାୟତ ଗିରଫ, ଲୁଟ୍‌ ସାମଗ୍ରୀ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ହାଉସିଂ ବୋର୍ଡ କଲୋନୀ ଡକାୟତି ଘଟଣାରେ ପୋଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୦ ଭରି ସୁନା, ୬୫ ଭରି ରୁପା ଅଳଙ୍କାର, ଗୋଟିଏ ଲାପ୍‌ଟପ୍‌ ଓ ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଜବତ କରିଛି। ଗିରଫ ଡକାୟତମାନେ ଜେମାଦେଇପୁର କଲୋନୀ ଅଞ୍ଚଳର ବୋଲି ଜଣାପଡ଼ିଛି। ସେପ୍ଟେମ୍ୱର ୮ ତାରିଖରେ ହାଉସିଂ ବୋର୍ଡ କଲୋନୀ ଅଶୋକ କୁମାର ପାଣିଗ୍ରାହୀଙ୍କ ଘରୁ ବଡ଼ ଧରଣର ଡକାୟତି ହୋଇଥିଲା। ଏ ନେଇ ପୋଲିସ ମାମଲା ରୁଜୁ କରି […]

khurda

khurda

Rakesh Mallick
  • Published: Monday, 19 September 2016
  • Updated: 20 September 2016, 07:10 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ହାଉସିଂ ବୋର୍ଡ କଲୋନୀ ଡକାୟତି ଘଟଣାରେ ପୋଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୦ ଭରି ସୁନା, ୬୫ ଭରି ରୁପା ଅଳଙ୍କାର, ଗୋଟିଏ ଲାପ୍‌ଟପ୍‌ ଓ ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଜବତ କରିଛି। ଗିରଫ ଡକାୟତମାନେ ଜେମାଦେଇପୁର କଲୋନୀ ଅଞ୍ଚଳର ବୋଲି ଜଣାପଡ଼ିଛି।

ସେପ୍ଟେମ୍ୱର ୮ ତାରିଖରେ ହାଉସିଂ ବୋର୍ଡ କଲୋନୀ ଅଶୋକ କୁମାର ପାଣିଗ୍ରାହୀଙ୍କ ଘରୁ ବଡ଼ ଧରଣର ଡକାୟତି ହୋଇଥିଲା। ଏ ନେଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos