ଖୋର୍ଦ୍ଧା: ୫ ଡକାୟତ ଗିରଫ, ଲୁଟ୍‌ ସାମଗ୍ରୀ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ହାଉସିଂ ବୋର୍ଡ କଲୋନୀ ଡକାୟତି ଘଟଣାରେ ପୋଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୦ ଭରି ସୁନା, ୬୫ ଭରି ରୁପା ଅଳଙ୍କାର, ଗୋଟିଏ ଲାପ୍‌ଟପ୍‌ ଓ ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଜବତ କରିଛି। ଗିରଫ ଡକାୟତମାନେ ଜେମାଦେଇପୁର କଲୋନୀ ଅଞ୍ଚଳର ବୋଲି ଜଣାପଡ଼ିଛି। ସେପ୍ଟେମ୍ୱର ୮ ତାରିଖରେ ହାଉସିଂ ବୋର୍ଡ କଲୋନୀ ଅଶୋକ କୁମାର ପାଣିଗ୍ରାହୀଙ୍କ ଘରୁ ବଡ଼ ଧରଣର ଡକାୟତି ହୋଇଥିଲା। ଏ ନେଇ ପୋଲିସ ମାମଲା ରୁଜୁ କରି […]

khurda

khurda

Rakesh Mallick
  • Published: Monday, 19 September 2016
  • Updated: 20 September 2016, 07:10 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ହାଉସିଂ ବୋର୍ଡ କଲୋନୀ ଡକାୟତି ଘଟଣାରେ ପୋଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୦ ଭରି ସୁନା, ୬୫ ଭରି ରୁପା ଅଳଙ୍କାର, ଗୋଟିଏ ଲାପ୍‌ଟପ୍‌ ଓ ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଜବତ କରିଛି। ଗିରଫ ଡକାୟତମାନେ ଜେମାଦେଇପୁର କଲୋନୀ ଅଞ୍ଚଳର ବୋଲି ଜଣାପଡ଼ିଛି।

ସେପ୍ଟେମ୍ୱର ୮ ତାରିଖରେ ହାଉସିଂ ବୋର୍ଡ କଲୋନୀ ଅଶୋକ କୁମାର ପାଣିଗ୍ରାହୀଙ୍କ ଘରୁ ବଡ଼ ଧରଣର ଡକାୟତି ହୋଇଥିଲା। ଏ ନେଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story