ଖୋର୍ଦ୍ଧା: ବିଧାୟକ ହାତପାଣ୍ଠି ହଡ଼ପ ଅଭିଯୋଗରେ ୫ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅଫିସରେ ବିଧାୟକ ହାତପାଣ୍ଠି ହଡ଼ପ ମାମଲାରେ ପୋଲିସ ଜଗତସିଂହପୁର ଅଞ୍ଚଳର ୫ଜଣଙ୍କୁ ଗିରଫ କରିଛି। ତା’ସହ ଏମାନଙ୍କ ନିକଟରୁ ବ୍ୟାଙ୍କ୍ ପାସବୁକ୍, ଚେକବୁକ୍ ଏବଂ ଏଟିଏମ୍ କାର୍ଡକୁ ପୋଲିସ ଜବତ କରିଛି। ଅଭିଯୁକ୍ତମାନେ ହେଲେ ଗୌତମ ଲେଙ୍କା, ପ୍ରମୋଦ ମଲିକ, ପୂର୍ଣ୍ଣଚନ୍ଦ୍ର ସେଠୀ, ଟିକନ ମଲ୍ଲିକ ଏବଂ ପ୍ରଣବ ଦାସ। ଏମାନଙ୍କ ଆକାଉଣ୍ଟରୁ ପୋଲିସ୍ ୧ଲକ୍ଷ ୭୦ହଜାର ଟଙ୍କା ଜବତ କରିଛି। ଏହି ମାମଲାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତ ଥିବା ଜଣାପଡ଼ିଛି। […]

chora

chora

Rakesh Mallick
  • Published: Friday, 11 December 2015
  • Updated: 11 December 2015, 02:43 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅଫିସରେ ବିଧାୟକ ହାତପାଣ୍ଠି ହଡ଼ପ ମାମଲାରେ ପୋଲିସ ଜଗତସିଂହପୁର ଅଞ୍ଚଳର ୫ଜଣଙ୍କୁ ଗିରଫ କରିଛି। ତା'ସହ ଏମାନଙ୍କ ନିକଟରୁ ବ୍ୟାଙ୍କ୍ ପାସବୁକ୍, ଚେକବୁକ୍ ଏବଂ ଏଟିଏମ୍ କାର୍ଡକୁ ପୋଲିସ ଜବତ କରିଛି। ଅଭିଯୁକ୍ତମାନେ ହେଲେ ଗୌତମ ଲେଙ୍କା, ପ୍ରମୋଦ ମଲିକ, ପୂର୍ଣ୍ଣଚନ୍ଦ୍ର ସେଠୀ, ଟିକନ ମଲ୍ଲିକ ଏବଂ ପ୍ରଣବ ଦାସ। ଏମାନଙ୍କ ଆକାଉଣ୍ଟରୁ ପୋଲିସ୍ ୧ଲକ୍ଷ ୭୦ହଜାର ଟଙ୍କା ଜବତ କରିଛି। ଏହି ମାମଲାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଜାଲ୍ ଚେକ୍ ମାଧ୍ୟମରେ ବିଧାୟକ ହାତପାଣ୍ଠିର ୧୮ଲକ୍ଷ ୩୮ହଜାର ୧୩୭ ଟଙ୍କା ହଡ଼ପ ହୋଇଥିବା ସମ୍ପର୍କରେ ଗତ ୨୨ ନଭେମ୍ୱରରେ ଖୋର୍ଦ୍ଧା ଟାଉନ ଥାନାରେ ଏକ ଏତଲା ଦିଆଯାଇଥିଲା। ବିଡିଓଙ୍କ ଏତଲାକୁ ଭିତି କରି ଟାଉନ୍ ଥାନା ପୋଲିସ ଖୋଳତାଡ଼ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story