ଅସୁସ୍ଥତା ହେତୁ କ୍ୟାପିଟାଲ ହସ୍ପିଟାଲ ଯାଇଥିବା ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଲାନି। ବ୍ୟକ୍ତିଜଣକ ନିଖୋଜ ହୋଇ ଯାଇଥିବା ବେଳେ ୮ ଦିନ ପରେ ମିଳିଲା ମୃତଦେହ । ମାତ୍ର ମୃତଦେହଟି ପରିତ୍ୟକ୍ତ ଅବସ୍ଥାରେ ଏକ ବିଲରେ ପଡ଼ିଥିବା ବେଳେ ସେଥିରୁ ଆଖି, କିଡ଼ନୀ ଗାଏବ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏପରିକି ବ୍ୟକ୍ତିଙ୍କ ଚିହ୍ନଟ ଯେପରି ହୋଇ ନ ପାରିବ, ସେଥିପାଇଁ ମୁହଁରେ ଓ ଦେହରେ ଏସିଡ ଢାଳି ଜାଳି ବି ଦେଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ରାଜଧାନୀ ଛାତି ଉପରେ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବେଶ୍ୟାବୃତ୍ତି ରାକେଟ୍ ଚଳାଉଥିବା ସନ୍ଦେହ; ଘରୁ ଘୋଷାଡ଼ି ମାଆ-ଝିଅଙ୍କୁ ପିଟିଲେ ପଡୋଶୀ
ଘରକୁ ନିୟମିତ ଭାବେ ଅପରିଚିତ ଲୋକେ ଆସୁଥିବାରୁ ସେମାନେ ବେଶ୍ୟାବୃତ୍ତି ରାକେଟ୍ ଚଲାଉଥିବା ସନ୍ଦେହ କରିଥିଲେ ପଡ଼ୋଶୀ।
Crime
ଆକ୍ରମଣକାରୀ ବନ୍ଧୁକରୁ ଫୁଟିଲାନି ଗୁଳି, ରକ୍ଷା ପାଇଗଲେ TMC କାଉନସିଲର
ଗୁଳି ନ ଫୁଟିବାରୁ ବର୍ତ୍ତି ଯିବାପରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣକାରୀକୁ କାବୁ କରିଛନ୍ତି TMC କାଉନସିଲର।
Crime
ଖତ ଗଦାରୁ ବାହାରିଲା ବିଡ଼ା ବିଡ଼ା ନୋଟ୍; ମା’,ପୁଅ ଅଟକ
ହାଇଦ୍ରାବାଦରୁ ଚୋରି କରି ବାଲେଶ୍ୱର କମର୍ଦ୍ଦାରେ ଟଙ୍କା ଲୁଚାଇଥିଲେ ଅଭିଯୁକ୍ତ । ମାତ୍ର ପୁଲିସ୍ ଖୋଜାଖୋଜି କରି ଖତ ଗଦାରୁ ବାହାର କରିଛି ୧୪ ଲକ୍ଷ ଟଙ୍କା।
Crime
ବାଳକର ପାଦତଳେ ଲାଗି ହେଉଛି ତୁଳସୀ; ଫଟୋ ଭାଇରାଲ, ଥାନାରେ ଅଭିଯୋଗ
କାଶିନାଥଙ୍କ ଭୁବନେଶ୍ୱର ଖଣ୍ଡଗିରି ଆଶ୍ରମରେ ଅନେକ ବେଆଇନ କାମ ହେଉଥିବା ଅଭିଯୋଗ ହୋଇଛି।
Crime
ଗୁଜରାଟରେ ଯୁବକଙ୍କୁ ମାରି ୱାଶିଂମେସିନରେ ଭର୍ତ୍ତି କରିଥିଲା, ଓଡ଼ିଶାରୁ ବନ୍ଧା ହେଲା ଅଭିଯୁକ୍ତ
ସପ୍ତାହେ ପରେ ଦୁର୍ଗନ୍ଧ ହେବାରୁ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏଥିସହ ମାମଲାର ଖୋଳତାଡ଼ କରି ମାସେ ପରେ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍।