ବିପଦ ସାଜିଛି ବେପରୁଆ ଗୁଡ଼ି ଉଡ଼ା

ଗୁଡ଼ିରେ ମାଞ୍ଜା ଓ ଚାଇନା ସୂତା ବ୍ୟବହାର ଯୋଗୁଁ ଅନେକ ରକ୍ତାକ୍ତ ହେଉଛନ୍ତି।

Jitendra Garnayak
  • Published: Saturday, 30 December 2023
  • Updated: 30 December 2023, 05:20 PM IST

Sports

Latest News

ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡ଼ି ଉଡ଼ା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁ ଅନେକ ରକ୍ତାକ୍ତ ହେଉଛନ୍ତି। ବାଲେଶ୍ୱରର ଜି. ରାଜେଶ ଦିନକ ତଳେ ସେ ମୋଟର ସାଇକେଲରେ ଚାନ୍ଦିପୁରକୁ ଯାଉଥିବା ବେଳେ ତାଙ୍କ ମୁହଁରେ ମାଞ୍ଜା ସୂତା ଲାଗିଥିଲା। କିଛି ବୁଝିବା ପୂର୍ବରୁ ତାଙ୍କ ନାକ ଓ ମୁହଁ କଟି ଯାଇଥିଲା। 
 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos