କୋରାପୁଟ: ବୈପାରୀଗୁଡାରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

କୋରାପୁଟ: ବୈପାରୀଗୁଡ଼ା ଦୋରାଗୁଡ଼ା ଗାଁରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ପଡୋଶୀ ଘରେ ରହୁଥିବା ଜଣେ ବୃଦ୍ଧ ଏହି ନାବାଳିକାଙ୍କୁ ବଳାତ୍କାର କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ପରେ ନାବାଳିକାଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମହିଳା ଥାନା ପୋଲିସ ଘଟଣାର ତଦନ୍ତ କରୁଛି।