କୁଟ୍ରିପାଲି ବଳାତ୍କାର ମାମଲା: ନୀଳମଣିକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଝାରସୁଗୁଡା:ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା କୁଟ୍ରିପାଲି ଗାଁର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ଅଭିଯୁକ୍ତ ନୀଳମଣି ଛଛାଣକୁ ଜିଲ୍ଲା ଦୌରାଜଜ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ରାୟ  ଶୁଣାଇଛନ୍ତି । ୧୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଏହି ରାୟ ଦେଇଛନ୍ତି। ୨୦୧୪ ନଭେମ୍ବର ୧୮ ତାରିଖରେ ଲଖନପୁର ଥାନାର ଉକ୍ତ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ନୀଳମଣି ଏହି ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ସହ […]

jarasuguda

jarasuguda

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 08:59 AM IST

ଝାରସୁଗୁଡା:ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା କୁଟ୍ରିପାଲି ଗାଁର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ଅଭିଯୁକ୍ତ ନୀଳମଣି ଛଛାଣକୁ ଜିଲ୍ଲା ଦୌରାଜଜ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ରାୟ  ଶୁଣାଇଛନ୍ତି । ୧୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଏହି ରାୟ ଦେଇଛନ୍ତି।

୨୦୧୪ ନଭେମ୍ବର ୧୮ ତାରିଖରେ ଲଖନପୁର ଥାନାର ଉକ୍ତ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

ନୀଳମଣି ଏହି ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ସହ ବିବାହର ପ୍ରତିଶ୍ରୁତି ଦେଇ ଫେରାର ହୋଇଯାଇଥିଲା।

ଘଟଣା ଘଟିବାର ୧୫ ଦିନ ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story