ଦୁର୍ବ୍ୟବହାର ମାମଲା: ୧୬୪ ଧାରାରେ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ

କଟକ: ହାଇକୋର୍ଟ ଲିଫ୍ଟରେ ମହିଳା କ୍ରାଇମବ୍ରାଞ୍ଚ ଅଫିସରଙ୍କୁ ଦୁଇ ଜଣ ସରକାରୀ ଓକିଲ ଦୁର୍ବ୍ୟବହାର ମାମଲାର ତଦନ୍ତ ଆରମ୍ଭ ହୋଇଛି। ଏହାସହ ଅଭିଯୋଗ ଆଣିଥିବା ମହିଳା ଅଧିକାରୀଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଏହି ଅଭିଯୋଗ ମିଛ ବୋଲି ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ମିଛ ବୋଲି କହିଛି। ସିସିଟିଭି ଫୁଟେଜ୍‌ର ଯାଞ୍ଚ ସରିଛି, ମହିଳା ଅଧିକାରୀଙ୍କ ଅଭିଯୋଗ ମୁତାବକ କୌଣସି ଦୃଶ୍ୟ ସିସିଟିଭି ଫୁଟେଜରେ ନ ଥିବା ଆସୋସିଏସନ ପକ୍ଷରୁ କୁହାଯାଇଛି। ଏହି […]

ctc1

ctc1

Rakesh Mallick
  • Published: Friday, 10 February 2017
  • Updated: 10 February 2017, 09:21 PM IST

Sports

Latest News

କଟକ: ହାଇକୋର୍ଟ ଲିଫ୍ଟରେ ମହିଳା କ୍ରାଇମବ୍ରାଞ୍ଚ ଅଫିସରଙ୍କୁ ଦୁଇ ଜଣ ସରକାରୀ ଓକିଲ ଦୁର୍ବ୍ୟବହାର ମାମଲାର ତଦନ୍ତ ଆରମ୍ଭ ହୋଇଛି। ଏହାସହ ଅଭିଯୋଗ ଆଣିଥିବା ମହିଳା ଅଧିକାରୀଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଏହି ଅଭିଯୋଗ ମିଛ ବୋଲି ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ମିଛ ବୋଲି କହିଛି। ସିସିଟିଭି ଫୁଟେଜ୍‌ର ଯାଞ୍ଚ ସରିଛି, ମହିଳା ଅଧିକାରୀଙ୍କ ଅଭିଯୋଗ ମୁତାବକ କୌଣସି ଦୃଶ୍ୟ ସିସିଟିଭି ଫୁଟେଜରେ ନ ଥିବା ଆସୋସିଏସନ ପକ୍ଷରୁ କୁହାଯାଇଛି।

ଏହି ଘଟଣାର ସଠିକ୍‌ ତଦନ୍ତ ପାଇଁ ମୁଖ୍ୟ ବିଚାରପତି ଏବଂ ଆଡଭୋକେଟ୍‌ ଜେନେରାଲଙ୍କ ଦୃଷ୍ଟଇ ଆକର୍ଷଣ କରାଯାଇଥିବା ବାର ଆସୋସିଏସନ ସମ୍ପାଦକ ଉମେଶ ଚନ୍ଦ୍ର ବେଉରା କହିଛନ୍ତି।

ଗତ ୭ ତାରିଖରେ କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ ଜଣକ ଲିଫ୍ଟରେ ଯାଉଥିବା ବେଳେ ସରକାରୀ ଓକିଲ ଦୁଇ ଜଣ ତାଙ୍କୁ ଅସଦାଚରଣ କରିଥିଲେ। ଏନେଇ ମହିଳା ଅଧିକାରୀ ଜଣକ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ପରେ ମହିଳା ଅଧିକାରୀ ଜଣକ ଲାଲାବାଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ମାମଲା ରୁଜୁ କରି ପୀଡିତାଙ୍କ ବୟାନ ରେକର୍ଡ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story