ଲାଞ୍ଚ ନେବା ବେଳେ ଧରାପଡ଼ିଲେ ମହାବିରୋଡ ରେଞ୍ଜର ଚିତ୍ତରଞ୍ଜନ ବେହେରା

କାମାକ୍ଷାନଗର: ଦଦରାଘାଟି ଫରେଷ୍ଟର ପ୍ରଦୀପ ଭଞ୍ଜଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜର ଚିତ୍ତରଞ୍ଜନ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜଗନ୍ନାଥ ବନ୍ୟ ପ୍ରକଳ୍ପ ପାଇଁ ହୋଇଥିବା ପ୍ଲାଣ୍ଟେସନର ବିଲ ପାସ କରାଇ ଦେବାକୁ ପ୍ରଦୀପଙ୍କୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରଦୀପ ଭିଜିଲାନ୍ସ ବିଭାଗ ସହ  ଯୋଗାଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଚିତ୍ତରଞ୍ଜନ ପ୍ରଦୀପଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ […]

kamakyanagar

kamakyanagar

Rakesh Mallick
  • Published: Wednesday, 17 August 2016
  • Updated: 17 August 2016, 02:34 PM IST

Sports

Latest News

କାମାକ୍ଷାନଗର: ଦଦରାଘାଟି ଫରେଷ୍ଟର ପ୍ରଦୀପ ଭଞ୍ଜଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜର ଚିତ୍ତରଞ୍ଜନ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜଗନ୍ନାଥ ବନ୍ୟ ପ୍ରକଳ୍ପ ପାଇଁ ହୋଇଥିବା ପ୍ଲାଣ୍ଟେସନର ବିଲ ପାସ କରାଇ ଦେବାକୁ ପ୍ରଦୀପଙ୍କୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ପ୍ରଦୀପ ଭିଜିଲାନ୍ସ ବିଭାଗ ସହ  ଯୋଗାଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଚିତ୍ତରଞ୍ଜନ ପ୍ରଦୀପଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।

ଗିରଫ ପରେ  ଭିଜିଲାନ୍ସ  ଅଧିକାରୀମାନେ ଚିତ୍ତରଞ୍ଜନଙ୍କ ବାସଭବନରେ ଚଢ଼ାଉ କରିଥିଲେ। ସେଠାରୁ ସେମାନେ ୬ ଲକ୍ଷ ଟଙ୍କା ଜବତ କରିଛନ୍ତି। ଏନେଇ ଅଧିକ ଖୋଳତାଡ଼ କରାଯାଉଥିବା  ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story