ଲିଭ୍ ଇନ୍‌ ରିଲେସନସିପରେ ରହୁଥିବା ମହିଳାଙ୍କୁ ବୀଭତ୍ସ ହତ୍ୟା

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଦିଲ୍ଲୀରେ ଅଭାବନୀୟକାଣ୍ଡ ଘଟିଛି। ୮ବର୍ଷ ଧରି ଲିଭ୍‌ ଇନ୍‌ ରିଲେସନସିପରେ ରହୁଥିବା ମହିଳାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଛି ପ୍ରେମିକ। ମହିଳାଙ୍କୁ ଖଣ୍ଡ ଖଣ୍ଡ କରି ହାଣିବା ପରେ ପ୍ୟାକିଂ କରି ଡ୍ରେନରେ ପକାଇ ଦେଇଛି। ଅଭିଯୁକ୍ତ ପ୍ରେମିକ ବଳରାମ ପୃଷ୍ଟିକୁ ଗିରଫ କରିଛି ଦିଲ୍ଲୀ ପୋଲିସ୍‌। ବଳରାମଙ୍କ ଘର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ଅଭିଯୁକ୍ତ ଜଣକ ଦିଲ୍ଲୀର ଅମର କଲୋନୀରେ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ସେ ପୂର୍ବରୁ […]

delhi

delhi

Rakesh Mallick
  • Published: Saturday, 10 December 2016
  • Updated: 10 December 2016, 06:29 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଦିଲ୍ଲୀରେ ଅଭାବନୀୟକାଣ୍ଡ ଘଟିଛି। ୮ବର୍ଷ ଧରି ଲିଭ୍‌ ଇନ୍‌ ରିଲେସନସିପରେ ରହୁଥିବା ମହିଳାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଛି ପ୍ରେମିକ। ମହିଳାଙ୍କୁ ଖଣ୍ଡ ଖଣ୍ଡ କରି ହାଣିବା ପରେ ପ୍ୟାକିଂ କରି ଡ୍ରେନରେ ପକାଇ ଦେଇଛି। ଅଭିଯୁକ୍ତ ପ୍ରେମିକ ବଳରାମ ପୃଷ୍ଟିକୁ ଗିରଫ କରିଛି ଦିଲ୍ଲୀ ପୋଲିସ୍‌। ବଳରାମଙ୍କ ଘର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ଅଭିଯୁକ୍ତ ଜଣକ ଦିଲ୍ଲୀର ଅମର କଲୋନୀରେ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ସେ ପୂର୍ବରୁ ବିବାହିତ ଏବଂ ତାଙ୍କର ୩ ଜଣ ପିଲାଛୁଆ ଥିବା ଜଣାପଡ଼ିଛି। ଅମର ଦିଲ୍ଲୀରେ ରହୁଥିବା ବେଳେ ଏକ ଚା’ ଷ୍ଟଲର ମାଲିକ ଅନାରକଲିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଲିଭ୍‌ ଇନ୍‌ ରିଲେସନସିପରେ ପ୍ରାୟ ୮ବର୍ଷ ହେଲା ରହି ଆସୁଥିଲେ। ଅନାରକଲିଙ୍କ ସହ ତାଙ୍କ ପଡୋଶୀଙ୍କ ଅବୈଧ ସମ୍ପର୍କ ଥିବା ବଳରାମ ସନ୍ଦେହ କରୁଥିଲେ। ଏହି କାରଣରୁ ବଳରାମ ଅନାରକଲିଙ୍କୁ ହତ୍ୟା କରିଥିବା ପୋଲିସ୍‌ ସନ୍ଦେହ କରୁଛି। ପ୍ରଥମେ ଅଭିଯୁକ୍ତ ଅନାରକଲିଙ୍କ ମୁଣ୍ଡକୁ ପିଟି ଦେବା ପରେ ତାକୁ ଖଣ୍ଡ ଖଣ୍ଡ କରି କାଟି ଗାଧୁଆ ଘରେ ରକ୍ତଭିଜା ମୃତଦେହକୁ ଧୋଇ ଦେଇଥିଲେ। ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଦୁଇଟି ବ୍ୟାଗରେ ଭିନ୍ନ ଭିନ୍ନ ସ୍ଥାନରେ ଡ୍ରେନରେ ପକାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story