ଲୁଟେରାଙ୍କୁ ଧରି ପୋଲିସ୍‌ ଜିମାରେ ଦେଲେ ଲୋକେ

ଆଠଗଡ଼: ବ୍ୟାଙ୍କ ଆଗରୁ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ବେଳେ  ଲୁଟେରା ଧରାପଡ଼ିଛନ୍ତି। ଏହି  ଘଟଣା ଘଟିଛି ଆଠଗଡ଼ ସୁବର୍ଣ୍ଣପୁର ଗ୍ରାମ୍ୟ ବ୍ୟାଙ୍କ ଆଗରେ। ଟଙ୍କା ଲୁଟ୍‌ କରି ଖସି ପଳାଉଥିବା ବେଳେ ଦୁର୍ବୃତ୍ତକୁ ଲୋକେ କାବୁ କରି ପୋଲିସ ଜିମାରେ ଦେଇଛନ୍ତି। ଗତ କିଛିଦିନ ତଳେ ମଧ୍ୟ ସେଠାରେ  ଲୁଟ୍‌ ହୋଇଥିବା ଲୋକେ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

lootera-giraf

Rakesh Mallick
  • Published: Saturday, 07 January 2017
  • , Updated: 07 January 2017, 04:29 PM IST

ଆଠଗଡ଼: ବ୍ୟାଙ୍କ ଆଗରୁ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ବେଳେ  ଲୁଟେରା ଧରାପଡ଼ିଛନ୍ତି। ଏହି  ଘଟଣା ଘଟିଛି ଆଠଗଡ଼ ସୁବର୍ଣ୍ଣପୁର ଗ୍ରାମ୍ୟ ବ୍ୟାଙ୍କ ଆଗରେ। ଟଙ୍କା ଲୁଟ୍‌ କରି ଖସି ପଳାଉଥିବା ବେଳେ ଦୁର୍ବୃତ୍ତକୁ ଲୋକେ କାବୁ କରି ପୋଲିସ ଜିମାରେ ଦେଇଛନ୍ତି।

ଗତ କିଛିଦିନ ତଳେ ମଧ୍ୟ ସେଠାରେ  ଲୁଟ୍‌ ହୋଇଥିବା ଲୋକେ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

Related story