ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ସୁଶାନ୍ତ ସେଠୀ

ଭୁବନେଶ୍ୱର: ସିୱେଜ ସିପିଂ କଂପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗତ ଶୁକ୍ରବାର ଦିଲ୍ଲୀରେ ଗିରଫ ହୋଇଥିବା ମହିମା ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ତଥା ଓଏସ୍‌ଏଲ୍‌ କର୍ମଚାରୀ ସୁଶାନ୍ତ ସେଠୀଙ୍କୁ ଓଡ଼ିଶା ଆଣିଛି ଜଗତସିଂହପୁର ପୋଲିସ୍‌। ଆଜି ତାଙ୍କୁ କୁଜଙ୍ଗ କୋର୍ଟରେ ହାଜର କରାଇଥିଲା। ଆସନ୍ତାକାଲିଠାରୁ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ପାରାଦୀପ ପୋଲିସ୍‌। ଗତକାଲି ତାଙ୍କୁ  ଟ୍ରାନଜିଟ୍‌ ରିମାଣ୍ଡରେ ଦିଲ୍ଲୀରୁ ଓଡ଼ିଶାକୁ ଅଣାଯାଇଛି।

paradeep

Rakesh Mallick
  • Published: Sunday, 25 December 2016
  • , Updated: 26 December 2016, 08:43 AM IST

ଭୁବନେଶ୍ୱର: ସିୱେଜ ସିପିଂ କଂପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗତ ଶୁକ୍ରବାର ଦିଲ୍ଲୀରେ ଗିରଫ ହୋଇଥିବା ମହିମା ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ତଥା ଓଏସ୍‌ଏଲ୍‌ କର୍ମଚାରୀ ସୁଶାନ୍ତ ସେଠୀଙ୍କୁ ଓଡ଼ିଶା ଆଣିଛି ଜଗତସିଂହପୁର ପୋଲିସ୍‌। ଆଜି ତାଙ୍କୁ କୁଜଙ୍ଗ କୋର୍ଟରେ ହାଜର କରାଇଥିଲା। ଆସନ୍ତାକାଲିଠାରୁ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ପାରାଦୀପ ପୋଲିସ୍‌।

ଗତକାଲି ତାଙ୍କୁ  ଟ୍ରାନଜିଟ୍‌ ରିମାଣ୍ଡରେ ଦିଲ୍ଲୀରୁ ଓଡ଼ିଶାକୁ ଅଣାଯାଇଛି।

Related story