ମହିମା ମିଶ୍ରଙ୍କ ନାଁରେ ଥିବା ମାମଲା ଖୋଲିବ ପୋଲିସ୍‌

ଭୁବନେଶ୍ୱର: ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଜେଲରେ ଥିବା ମହିମା ମିଶ୍ରଙ୍କ ପାଇଁ ଅଡୁଆ ବଢ଼ିଲା। ତାଙ୍କ ନାଁରେ ଥିବା ମାମଲା ଖୋଲିବ କମିଶନ୍‌ରେଟ ପୋଲିସ୍‌। ୨୦୧୩ ମସିହାରେ କଟକ ପ୍ରେସ୍‌ ଛକରେ ହୋଇଥିବା ବୋମାମାଡ଼ ମାମଲାକୁ ଆଉ ଥରେ ପୋଲିସ୍‌ ଖୋଲିବ। ଏଥିରେ ମହିମାଙ୍କ ସମ୍ପୃକ୍ତି ଥିବା ପୋଲିସ୍‌କୁ ସୁରାକ ମିଳିଛି। ଦରକାର ପଡିଲେ ରିମାଣ୍ଡରେ ଆଣିପାରେ କମିଶନରେଟ୍‌ ପୋଲିସ୍‌।

mahima

Rakesh Mallick
  • Published: Wednesday, 04 January 2017
  • , Updated: 04 January 2017, 10:37 PM IST

ଭୁବନେଶ୍ୱର: ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଜେଲରେ ଥିବା ମହିମା ମିଶ୍ରଙ୍କ ପାଇଁ ଅଡୁଆ ବଢ଼ିଲା। ତାଙ୍କ ନାଁରେ ଥିବା ମାମଲା ଖୋଲିବ କମିଶନ୍‌ରେଟ ପୋଲିସ୍‌।

୨୦୧୩ ମସିହାରେ କଟକ ପ୍ରେସ୍‌ ଛକରେ ହୋଇଥିବା ବୋମାମାଡ଼ ମାମଲାକୁ ଆଉ ଥରେ ପୋଲିସ୍‌ ଖୋଲିବ। ଏଥିରେ ମହିମାଙ୍କ ସମ୍ପୃକ୍ତି ଥିବା ପୋଲିସ୍‌କୁ ସୁରାକ ମିଳିଛି। ଦରକାର ପଡିଲେ ରିମାଣ୍ଡରେ ଆଣିପାରେ କମିଶନରେଟ୍‌ ପୋଲିସ୍‌।

Related story