ମାଲକାନଗିର: ଅନର କିଲିଂ ଅଭିଯୋଗ, ଛତିଶଗଡ ସାବେରୀ ନଦୀରୁ ପ୍ରେମୀ ଯୁଗଳଙ୍କ ଶବ ଉଦ୍ଧାର

ମାଲକାନଗିର: ମାଲକାନଗିରି ମାନେରୁ ପଞ୍ଚାୟତ ଧାକଡ଼ପାଲୀ ଗାଁରୁ ଅନର କିଲିଂ ଅଭିଯୋଗ ଆସିଛି। ଗାଁର ପ୍ରେମୀ ଯୁଗଳଙ୍କ ମୃତଦେହ ଛତିଶଗଡର ସାବେରୀ ନଦୀରୁ ଉଦ୍ଧାର କରାଯାଇଛି। ପଞ୍ଚାୟତ ନିଷ୍ପତ୍ତି ଅନୁସାରେ ଉଭୟଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ଗୋଡହାତ ବାନ୍ଧି ସାବେରୀ ନଦୀରେ ପକାଇ ଦିଆଯାଇଥିଲା। ଶବ ମିଳିବା ପରେ ଘଟଣା ପଦାକୁ ଆସିଛି। ଏ ନେଇ ଅଭିଯୋଗ ହେବା ପରେ ପଡିଆ ଥାନା ପୋଲିସ ଘଟଣାର ତଦନ୍ତ ଚଳାଛି। ଗ୍ରାମର ଜଣେ ନାବାଳିକା (୧୬ ବର୍ଷ) […]

malkangiri

malkangiri

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 12:52 PM IST

Sports

Latest News

ମାଲକାନଗିର: ମାଲକାନଗିରି ମାନେରୁ ପଞ୍ଚାୟତ ଧାକଡ଼ପାଲୀ ଗାଁରୁ ଅନର କିଲିଂ ଅଭିଯୋଗ ଆସିଛି। ଗାଁର ପ୍ରେମୀ ଯୁଗଳଙ୍କ ମୃତଦେହ ଛତିଶଗଡର ସାବେରୀ ନଦୀରୁ ଉଦ୍ଧାର କରାଯାଇଛି। ପଞ୍ଚାୟତ ନିଷ୍ପତ୍ତି ଅନୁସାରେ ଉଭୟଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ଗୋଡହାତ ବାନ୍ଧି ସାବେରୀ ନଦୀରେ ପକାଇ ଦିଆଯାଇଥିଲା। ଶବ ମିଳିବା ପରେ ଘଟଣା ପଦାକୁ ଆସିଛି। ଏ ନେଇ ଅଭିଯୋଗ ହେବା ପରେ ପଡିଆ ଥାନା ପୋଲିସ ଘଟଣାର ତଦନ୍ତ ଚଳାଛି।

ଗ୍ରାମର ଜଣେ ନାବାଳିକା (୧୬ ବର୍ଷ) ଓ ୨୦ ବର୍ଷର ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେମାନଙ୍କ ବିବାହ ହେବା ସମ୍ଭବ ନୁହେଁ ବୋଲି ଜାଣିବା ପରେ ଉଭୟେ ଆନ୍ଧ୍ର ପଳାଇ ଯାଇଥିଲେ। ପରେ ପଞ୍ଚାୟତ ପକ୍ଷରୁ ସେମାନଙ୍କ ପରିବାର ଉପରେ ଚାପ ପକାଯାଇ ଉଭୟଙ୍କୁ ଗାଁକୁ ଡକାଯାଇଥିଲା। ଉଭୟେ ଗାଁରେ ପହଞ୍ଚିବା ପରେ ଗତ ୧୮ ତାରିଖରେ ଦୁଇ ପରିବାରକୁ ଡକାଯାଇ ପଞ୍ଚାୟତ ବସିଥିଲା। ପଞ୍ଚାୟତରେ ଦୁଇ ପରିବାର ଅନ୍ୟ ସଦସ୍ୟଙ୍କ ସମେତ ପ୍ରେମୀ ଯୁଗଳଙ୍କୁ ପ୍ରବଳ ମାଡ ମରାଯାଇଥିଲା। ପରେ ପଞ୍ଚାୟତ ନିଷ୍ପତ୍ତି ଅନୁସାରେ ପ୍ରେମୀ ଯୁଗଳଙ୍କ ହାତଗୋଡ଼ ବାନ୍ଧି ସାବେରୀ ନଦୀରେ ଫିଙ୍ଗି ଦିଆଯାଇଥିଲା।

ପ୍ରାୟ ସପ୍ତାହକ ପରେ ଛତିଶଗଡ଼ର ଦେରନାପାଲରେ ସେମାନଙ୍କ ମୃତଦେହ ମିଳିବାରୁ ଘଟଣା ପଦାକୁ ଆସିଥିଲା। ଛତିଶଗଡ଼ ପୋଲିସ ଉଭୟ ପରିବାର ଲୋକଙ୍କୁ ଡାକି ପଚରାଉଚୁରା କରିଛି। ମୃତ ଯୁବକଙ୍କ ଭାଇ ଅଭିଯୋଗ କରିଛନ୍ତି, ସେମାନଙ୍କୁ ପିଟିପିଟି ମାରି ଦେବା ପରେ ହାତଗୋଡ ବାନ୍ଧି ନଦୀରେ ଫିଙ୍ଗି ଦେଲେ। ଏ ସମ୍ପର୍କରେ କାହାରିଙ୍କୁ କହିଲା ତୁମଙ୍କୁ ମଧ୍ୟ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ। ପଡିଆ ଥାନା ଆଇଆଇସି ଇନ୍ଦ୍ରଜିତ ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରେ ଘଟଣାର ତଦନ୍ତ ଚାଲିଛି, ଶୀଘ୍ର ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story