ମାଲକାନଗିରି: ବାଘ ଚମଡ଼ା ଜବତ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ବନ ବିଭାଗ ପକ୍ଷରୁ ୨ଟି ମହାବଳ ବାଘର ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି।  ତାଙ୍କ ନାଁ ସୁନ୍ଦର ଦୁରୁଆ। ବାଘ ଚମଡ଼ାକୁ ସୁନ୍ଦର ୩,୫୦୦ ଟଙ୍କାରେ  ବିକ୍ରି କରିବାକୁ ଆସୁଥିବା ବେଳେ ସାଉଳିଗୁଡ଼ା ନିକଟରୁ  ବନ ବିଭାଗ ତାଙ୍କୁ ଗିରଫ କରିଥିଲା। ବର୍ଷକ ତଳେ ଏହି ଅଞ୍ଚଳରୁ ବନ ବିଭାଗ  ଆଉ ଏକ ବାଘ ଚମଡ଼ା ଜବତ କରିଥିଲା।

tiger

tiger

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 11:10 AM IST

Sports

Latest News

tigerମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ବନ ବିଭାଗ ପକ୍ଷରୁ ୨ଟି ମହାବଳ ବାଘର ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି।  ତାଙ୍କ ନାଁ ସୁନ୍ଦର ଦୁରୁଆ। ବାଘ ଚମଡ଼ାକୁ ସୁନ୍ଦର ୩,୫୦୦ ଟଙ୍କାରେ  ବିକ୍ରି କରିବାକୁ ଆସୁଥିବା ବେଳେ ସାଉଳିଗୁଡ଼ା ନିକଟରୁ  ବନ ବିଭାଗ ତାଙ୍କୁ ଗିରଫ କରିଥିଲା।

ବର୍ଷକ ତଳେ ଏହି ଅଞ୍ଚଳରୁ ବନ ବିଭାଗ  ଆଉ ଏକ ବାଘ ଚମଡ଼ା ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story