ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ଗାଡ଼ିରୁ ସାଢ଼େ ୭ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ

ଜୟପୁର: ମାଲକାନଗିରିର ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ଜାଲ୍‌ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରମେଶଙ୍କ ଗାଡ଼ି ଉପରେ ଭିଜିଲାନ୍ସ ଚଢ଼ାଉ କରି ସାଢ଼େ ୭ ଲକ୍ଷ ଟଙ୍କା ଜବତ କରିଛି। ରମେଶ ଓ ତାଙ୍କ ଗାଡ଼ିରେ ଥିବା ଜଣେ ଠିକାଦାରଙ୍କୁ ଭିଜିଲାନ୍ସ ଅଟକ ରଖିଛି। ରମେଶଙ୍କ ମାଲକାନଗିରି ସ୍ଥିତ ଅଫିସ୍‌ ଓ କ୍ୱାର୍ଟର୍ସ ଉପରେ ଭିଜିଲାନ୍ସ ଚଢ଼ାଉ କରିବା ସହ ଜୟପୁର ସ୍ଥିତ ବାଲିପେଟାସ୍ଥିତ ଘରକୁ ସିଲ୍‌ କରିଛି। ତାଙ୍କ ନିକଟରେ ଏତେ ଗୁଡ଼ିଏ ଟଙ୍କା  […]

vigilance

vigilance

Rakesh Mallick
  • Published: Saturday, 27 August 2016
  • Updated: 27 August 2016, 02:56 PM IST

Sports

Latest News

ଜୟପୁର: ମାଲକାନଗିରିର ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ଜାଲ୍‌ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରମେଶଙ୍କ ଗାଡ଼ି ଉପରେ ଭିଜିଲାନ୍ସ ଚଢ଼ାଉ କରି ସାଢ଼େ ୭ ଲକ୍ଷ ଟଙ୍କା ଜବତ କରିଛି। ରମେଶ ଓ ତାଙ୍କ ଗାଡ଼ିରେ ଥିବା ଜଣେ ଠିକାଦାରଙ୍କୁ ଭିଜିଲାନ୍ସ ଅଟକ ରଖିଛି। ରମେଶଙ୍କ ମାଲକାନଗିରି ସ୍ଥିତ ଅଫିସ୍‌ ଓ କ୍ୱାର୍ଟର୍ସ ଉପରେ ଭିଜିଲାନ୍ସ ଚଢ଼ାଉ କରିବା ସହ ଜୟପୁର ସ୍ଥିତ ବାଲିପେଟାସ୍ଥିତ ଘରକୁ ସିଲ୍‌ କରିଛି।

ତାଙ୍କ ନିକଟରେ ଏତେ ଗୁଡ଼ିଏ ଟଙ୍କା  କିଭଳି ଆସିଲା ଭିଜିଲାନ୍ସ ଏ ନେଇ ପଚରାଉଚରା କରୁଛି।

ଭିଜିଲାନ୍ସ ଏସ୍‌ପି ଶଶିଭୂଷଣ ମିଶ୍ର କହିଛନ୍ତି,“ ମାଲକାନଗିରିର ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ଜାଲି ବେଆଇନ ଭାବେ କିଛି ଟଙ୍କା ନେଇ ଆସୁଛନ୍ତି ବୋଲି ଗତକାଲି ଆମେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଥିଲୁ। ଆମେ ମାଥିଲି ନିକଟରେ ତାଙ୍କ ଗାଡ଼ି ଉପରେ ଚଢାଉ କରିଥିଲୁ। ଗାଡ଼ିରେ ତାଙ୍କ ସହ କଣ୍ଟ୍ରାକ୍ଟର ବସନ୍ତ କୁମାର ପଣ୍ଡା ଥିଲେ। ରମେଶଙ୍କ ବ୍ୟାଗରୁ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ଟଙ୍କା ସମ୍ପର୍କରେ ସେ କିଛି ସନ୍ତୁଷ୍ଟଜନକ ଉତ୍ତର ଦେଇ ନ ଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story