ବାହା ହୋଇ ଫେରୁଥିବା ବେଳେ ବରକନ୍ୟାଙ୍କ ଠାରୁ ଲୁଟ୍‌

ଯାଜପୁର: ବିବାହ ସାରି ଫେରୁଥିବା ବେଳେ ବରକନ୍ୟାଠାରୁ ଦୁର୍ବୃତ୍ତମାନେ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି  ପାଣିକୋଇଲି  ବ୍ରଜନଗର ଅଞ୍ଚଳରେ। ସାଲେପୁରରୁ ବିବାହ ସାରି ବରକନ୍ୟା ଗାଡ଼ିରେ ବାଲେଶ୍ୱର ଫେରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ଗାଡ଼ି ଅଟକାଇ ସେମାନଙ୍କ ଠାରୁ ସୁନାଗହଣା ଲୁଟି ନେଇଥିଲେ।

loot

Rakesh Mallick
  • Published: Saturday, 04 February 2017
  • , Updated: 04 February 2017, 12:38 PM IST

ଯାଜପୁର: ବିବାହ ସାରି ଫେରୁଥିବା ବେଳେ ବରକନ୍ୟାଠାରୁ ଦୁର୍ବୃତ୍ତମାନେ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି  ପାଣିକୋଇଲି  ବ୍ରଜନଗର ଅଞ୍ଚଳରେ।

ସାଲେପୁରରୁ ବିବାହ ସାରି ବରକନ୍ୟା ଗାଡ଼ିରେ ବାଲେଶ୍ୱର ଫେରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ଗାଡ଼ି ଅଟକାଇ ସେମାନଙ୍କ ଠାରୁ ସୁନାଗହଣା ଲୁଟି ନେଇଥିଲେ।

Related story