ମୟୂରଭଞ୍ଜ ସେଣ୍ଟ୍ରାଲ କୋପୋରେଟିଭ ବ୍ୟାଙ୍କରେ ଭିଜିଲାନ୍ସ ଚଢ଼ାଉ

ବାରିପଦା: ମୟୂରଭଞ୍ଜ ସେଣ୍ଟ୍ରାଲ କୋପୋରେଟିଭ ବ୍ୟାଙ୍କର କରଞ୍ଜିଆ ଶାଖାରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ କାର୍ଯ୍ୟରତ କର୍ମଚାରୀଙ୍କୁ ଜେରା କରିଛନ୍ତି। ୨୦୧୫-୧୬ ମସିହାରେ ଚାଷୀଙ୍କୁ ୧୩ଟି ପାୱାରଟିଲର ଓ ଗୋଟିଏ ଟ୍ରାକ୍ଟର ଦିଆଯାଇଥିଲା। ତେବେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସର ଦୁଇଟି ଟିମ୍‌ ଏକକାଳୀନ ବ୍ୟାଙ୍କ ଓ ଡେପୁଟି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ।

myurbhanja co-operative bank

Rakesh Mallick
  • Published: Friday, 13 January 2017
  • , Updated: 13 January 2017, 07:13 PM IST

ବାରିପଦା: ମୟୂରଭଞ୍ଜ ସେଣ୍ଟ୍ରାଲ କୋପୋରେଟିଭ ବ୍ୟାଙ୍କର କରଞ୍ଜିଆ ଶାଖାରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ କାର୍ଯ୍ୟରତ କର୍ମଚାରୀଙ୍କୁ ଜେରା କରିଛନ୍ତି।

୨୦୧୫-୧୬ ମସିହାରେ ଚାଷୀଙ୍କୁ ୧୩ଟି ପାୱାରଟିଲର ଓ ଗୋଟିଏ ଟ୍ରାକ୍ଟର ଦିଆଯାଇଥିଲା। ତେବେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସର ଦୁଇଟି ଟିମ୍‌ ଏକକାଳୀନ ବ୍ୟାଙ୍କ ଓ ଡେପୁଟି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ।

Related story