ମୟୂରଭଞ୍ଜ ସେଣ୍ଟ୍ରାଲ କୋପୋରେଟିଭ ବ୍ୟାଙ୍କରେ ଭିଜିଲାନ୍ସ ଚଢ଼ାଉ
ବାରିପଦା: ମୟୂରଭଞ୍ଜ ସେଣ୍ଟ୍ରାଲ କୋପୋରେଟିଭ ବ୍ୟାଙ୍କର କରଞ୍ଜିଆ ଶାଖାରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ କାର୍ଯ୍ୟରତ କର୍ମଚାରୀଙ୍କୁ ଜେରା କରିଛନ୍ତି। ୨୦୧୫-୧୬ ମସିହାରେ ଚାଷୀଙ୍କୁ ୧୩ଟି ପାୱାରଟିଲର ଓ ଗୋଟିଏ ଟ୍ରାକ୍ଟର ଦିଆଯାଇଥିଲା। ତେବେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସର ଦୁଇଟି ଟିମ୍ ଏକକାଳୀନ ବ୍ୟାଙ୍କ ଓ ଡେପୁଟି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ।
myurbhanja co-operative bank
ବାରିପଦା: ମୟୂରଭଞ୍ଜ ସେଣ୍ଟ୍ରାଲ କୋପୋରେଟିଭ ବ୍ୟାଙ୍କର କରଞ୍ଜିଆ ଶାଖାରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ କାର୍ଯ୍ୟରତ କର୍ମଚାରୀଙ୍କୁ ଜେରା କରିଛନ୍ତି।
୨୦୧୫-୧୬ ମସିହାରେ ଚାଷୀଙ୍କୁ ୧୩ଟି ପାୱାରଟିଲର ଓ ଗୋଟିଏ ଟ୍ରାକ୍ଟର ଦିଆଯାଇଥିଲା। ତେବେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସର ଦୁଇଟି ଟିମ୍ ଏକକାଳୀନ ବ୍ୟାଙ୍କ ଓ ଡେପୁଟି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ।