ନାବାଳିକା ବଳାତ୍କାର ଅଭିଯୋଗରେ ଫେରାର ମନ୍ଦିର ପୂଜକ ଗିରଫ

କଟକ: ନାବାଳିକା ବଳାତ୍କାର ଅଭିଯୋଗରେ ଫେରାର ଥିବା ମନ୍ଦିର ପୂଜକ ରତିକାନ୍ତ ଦାଶଙ୍କୁ କଟକ ସଦର ଥାନା ପୋଲିସ୍ ଆଜି ରାତିରେ ଭିଙ୍ଗାରପୁରରୁ ଗିରଫ କରିଛି। ଗତକାଲି ସନ୍ଧ୍ୟା ୬ଟା ବେଳେ ଜଣେ ୪ ବର୍ଷର ନାବାଳିକା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ମନ୍ଦିରରେ କେହି ନ ଥିବାର ସୁଯୋଗ ନେଇ ପୂଜକ ତାଙ୍କ ସହିତ ବଳାତ୍କାର ଉଦ୍ୟମ କରିଥିଲେ। କୌଶଳକ୍ରମେ ନାବାଳିକା ଜଣକ ତାଙ୍କ କବଳରୁ ମୁକୁଳି ଆସି ଘରକୁ ଫେରି ପରିବାର ଲୋକଙ୍କୁ କହିବା […]

katak-rape

katak-rape

Rakesh Mallick
  • Published: Monday, 29 August 2016
  • Updated: 29 August 2016, 09:31 PM IST

Sports

Latest News

କଟକ: ନାବାଳିକା ବଳାତ୍କାର ଅଭିଯୋଗରେ ଫେରାର ଥିବା ମନ୍ଦିର ପୂଜକ ରତିକାନ୍ତ ଦାଶଙ୍କୁ କଟକ ସଦର ଥାନା ପୋଲିସ୍ ଆଜି ରାତିରେ ଭିଙ୍ଗାରପୁରରୁ ଗିରଫ କରିଛି।

ଗତକାଲି ସନ୍ଧ୍ୟା ୬ଟା ବେଳେ ଜଣେ ୪ ବର୍ଷର ନାବାଳିକା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ମନ୍ଦିରରେ କେହି ନ ଥିବାର ସୁଯୋଗ ନେଇ ପୂଜକ ତାଙ୍କ ସହିତ ବଳାତ୍କାର ଉଦ୍ୟମ କରିଥିଲେ। କୌଶଳକ୍ରମେ ନାବାଳିକା ଜଣକ ତାଙ୍କ କବଳରୁ ମୁକୁଳି ଆସି ଘରକୁ ଫେରି ପରିବାର ଲୋକଙ୍କୁ କହିବା ପରେ ଅସୁସ୍ଥ ହୋଇପଡ଼ି ଥିଲେ। ପରିବାର ଲୋକେ ତାଙ୍କୁ ମହୀଧରପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଏ ସମ୍ପର୍କରେ ନାବାଳିକାଙ୍କ ମା’ କଟକ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ନାବାଳିକାଙ୍କ ଡାକ୍ତରୀମାଇନା କରିବା ସହିତ ବୟାନ୍‌ ରେକ୍‌ର୍ଡ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos