ମୋତିଲାଲ କେଳେଙ୍କାରୀ: ଡାକ୍ତର ସନ୍ତୋଷ ପଣ୍ଡାଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା

ଭୁବନେଶ୍ୱର: ଡାକ୍ତର ମୋତିଲାଲ ଗୌଡ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଜି କ୍ୟାପିଟାଲ ହସ୍ପିଟାଲ୍‌ ଇଏନ୍‌ଟି ଡାକ୍ତର ସନ୍ତୋଷ ପଣ୍ଡାଙ୍କୁ ଜେରା କରିଛି। ୨୦୦୮ରେ ଡାକ୍ତର ପଣ୍ଡା ଜିଲ୍ଲା ମେଡିକାଲ୍‌ ବୋର୍ଡର ସଦସ୍ୟ ଥିବା ବେଳେ ମୋତିଲାଲଙ୍କ ସହଯୋଗୀ ହାପି କରଙ୍କ ପତ୍ନୀଙ୍କୁ ଜାଲ୍‌ ଭିନ୍ନକ୍ଷମ ପ୍ରମାଣପତ୍ର ଦିଆଯାଇଥିଲା। ଡାକ୍ତର ପଣ୍ଡା କହିଛନ୍ତି, “୨୦୦୮ ମସିହାରେ ଏକ ୪ ଜଣିଆ ମେଡିକାଲ ବୋର୍ଡ ଶ୍ରାବଣୀ କର ନାମକ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ସାର୍ଟିଫିକେଟ ଦେଇଥିଲେ। ସେତେବେଳେ ସେ ୪୦ ପ୍ରତିଶତ […]

santos panda-moti

santos panda-moti

Rakesh Mallick
  • Published: Tuesday, 09 August 2016
  • Updated: 10 August 2016, 08:32 AM IST

Sports

Latest News

ଭୁବନେଶ୍ୱର: ଡାକ୍ତର ମୋତିଲାଲ ଗୌଡ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଜି କ୍ୟାପିଟାଲ ହସ୍ପିଟାଲ୍‌ ଇଏନ୍‌ଟି ଡାକ୍ତର ସନ୍ତୋଷ ପଣ୍ଡାଙ୍କୁ ଜେରା କରିଛି। ୨୦୦୮ରେ ଡାକ୍ତର ପଣ୍ଡା ଜିଲ୍ଲା ମେଡିକାଲ୍‌ ବୋର୍ଡର ସଦସ୍ୟ ଥିବା ବେଳେ ମୋତିଲାଲଙ୍କ ସହଯୋଗୀ ହାପି କରଙ୍କ ପତ୍ନୀଙ୍କୁ ଜାଲ୍‌ ଭିନ୍ନକ୍ଷମ ପ୍ରମାଣପତ୍ର ଦିଆଯାଇଥିଲା।

ଡାକ୍ତର ପଣ୍ଡା କହିଛନ୍ତି, “୨୦୦୮ ମସିହାରେ ଏକ ୪ ଜଣିଆ ମେଡିକାଲ ବୋର୍ଡ ଶ୍ରାବଣୀ କର ନାମକ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ସାର୍ଟିଫିକେଟ ଦେଇଥିଲେ। ସେତେବେଳେ ସେ ୪୦ ପ୍ରତିଶତ ଶାରୀରିକ ଅକ୍ଷମ ଥିଲେ। ସେହି ବୋର୍ଡରେ ମୁଁ ସଦସ୍ୟ ଥିବାରୁ ସେ ସମ୍ପର୍କରେ ମୋତେ ପଚାରିଥିଲେ। ମୁଁ ସମସ୍ତ ତଥ୍ୟ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କୁ ପ୍ରଦାନ କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story