ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ, ୨ ଗିରଫ

ଭଞ୍ଜନଗର: ତ୍ରିକୋଣୀୟ ପ୍ରେମକୁ ନେଇ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଡୁଡୁଗାଡ଼ି ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଜୋସେଫ୍ ପାଟମାଝି। ତାଙ୍କ ଘର ଅନିକା ଥାନା ଅନ୍ତର୍ଗତ ବାଲିଗଣ୍ଡା ଗାଁରେ। ପୋଲିସ୍ ଏ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଡୁଡୁଗାଡ଼ି ଗାଁର ରନିତ ଓ ସନିତ।  ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗ ଅନୁଯାୟୀ, ଡୁଡୁଗାଡ଼ି ଗାଁର ଜଣେ ଯୁବତୀଙ୍କୁ ଜୋସେଫ୍ ଓ ରନିତ […]

murder

murder

Rakesh Mallick
  • Published: Sunday, 28 August 2016
  • Updated: 28 August 2016, 10:06 PM IST

Sports

Latest News

murderଭଞ୍ଜନଗର: ତ୍ରିକୋଣୀୟ ପ୍ରେମକୁ ନେଇ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଡୁଡୁଗାଡ଼ି ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଜୋସେଫ୍ ପାଟମାଝି। ତାଙ୍କ ଘର ଅନିକା ଥାନା ଅନ୍ତର୍ଗତ ବାଲିଗଣ୍ଡା ଗାଁରେ। ପୋଲିସ୍ ଏ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଡୁଡୁଗାଡ଼ି ଗାଁର ରନିତ ଓ ସନିତ।  ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଅଭିଯୋଗ ଅନୁଯାୟୀ, ଡୁଡୁଗାଡ଼ି ଗାଁର ଜଣେ ଯୁବତୀଙ୍କୁ ଜୋସେଫ୍ ଓ ରନିତ ଭଲ ପାଉଥିଲେ। ଜୋସେଫ୍‌କୁ ରାସ୍ତାରୁ ହଟାଇବା ପାଇଁ ରନିତ ନିଜ ଭାଇ ସନିତ ସହିତ ମିଶି ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ମୁତାବକ ଉଭୟେ ଜୋସେଫ୍‌କୁ ପଥରରେ ଛେଚି ଡୁଡୁଗାଡ଼ି ଗାଁ ନିକଟସ୍ଥ ଏକ ନାଳରେ ପୋତି ଦେଇଥିଲେ। ପୋଲିସ୍ ତାଙ୍କ ମୃତଦେହକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story