ଟଙ୍କା ମାଗିବାରୁ ନାବାଳକ ମୁହଁକୁ ଗରମ ଚାଟ୍‌ ଫୋପାଡ଼ିଲା ଦୋକାନୀ

ରାୟଗଡ଼ା: କାମ କରି ଟଙ୍କା ମାଗିବାରୁ ଜଣେ ନାବାଳକ ମୁହଁକୁ ଗରମ ଚାଟ୍‌ ଦୋକାନୀ ଫୋପାଡ଼ି ଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହରସ୍ଥିତ କନଭେଣ୍ଟ୍‌ ରୋଡ ଅଞ୍ଚଳରେ। ଚାଟ୍‌ ଦୋକାନୀ ନିଜ ଦୋକାନରେ ଏହି ନାବାଳକକୁ କାମରେ ନିୟୋଜିତ କରିଥିଲେ। ପିଲାଟି ତାଙ୍କୁ ୧୦ଟଙ୍କା ମାଗିଥିଲା। କିନ୍ତୁ କୌଣସି କାରଣରୁ ମାଲିକ ରାଗି ଯାଇ ପିଲାଟି ଉପରକୁ ଗରମ ଚାଟ୍‌ ଫୋପାଡି ଦେଇଥିବା ରାୟଗଡ଼ା ଥାନାରେ ଅଭିଯୋଗ ହୋଇଛି। ପିଲାଟି ମୁହଁରେ […]

rayagada,,

rayagada,,

Rakesh Mallick
  • Published: Sunday, 05 February 2017
  • Updated: 05 February 2017, 02:30 PM IST

Sports

Latest News

ରାୟଗଡ଼ା: କାମ କରି ଟଙ୍କା ମାଗିବାରୁ ଜଣେ ନାବାଳକ ମୁହଁକୁ ଗରମ ଚାଟ୍‌ ଦୋକାନୀ ଫୋପାଡ଼ି ଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହରସ୍ଥିତ କନଭେଣ୍ଟ୍‌ ରୋଡ ଅଞ୍ଚଳରେ।

ଚାଟ୍‌ ଦୋକାନୀ ନିଜ ଦୋକାନରେ ଏହି ନାବାଳକକୁ କାମରେ ନିୟୋଜିତ କରିଥିଲେ। ପିଲାଟି ତାଙ୍କୁ ୧୦ଟଙ୍କା ମାଗିଥିଲା। କିନ୍ତୁ କୌଣସି କାରଣରୁ ମାଲିକ ରାଗି ଯାଇ ପିଲାଟି ଉପରକୁ ଗରମ ଚାଟ୍‌ ଫୋପାଡି ଦେଇଥିବା ରାୟଗଡ଼ା ଥାନାରେ ଅଭିଯୋଗ ହୋଇଛି। ପିଲାଟି ମୁହଁରେ ଗରମ ଚାଟ୍‌ ପଡ଼ି କ୍ଷତ ସୃଷ୍ଟି ହୋଇଛି। ଘଟଣାପରେ ଦୋକାନୀ ଜଣକ ଫେରାର ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story