ଭୁବନେଶ୍ୱରରୁ ନାବାଳିକା ଉଦ୍ଧାର: ଦେହ ବ୍ୟବସାୟରେ ଲଗାଇବା ଅଭିଯୋଗରେ ଜଣେ ଅଟକ

ଭୁବନେଶ୍ୱର/ଜଗତସିଂହପୁର: ଭୁବନେଶ୍ୱର ଷ୍ଟେସନରୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଜଣଷ ନାବାଳିକା ଉଦ୍ଧାର ହେବା ପରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ନାବାଳିକା ଜଣଙ୍କୁ ଅପହରଣ କରାଯିବା ପରେ ଚେନ୍ନାଇରେ ଦେହ ବ୍ୟବସାୟରେ ଲଗାଯିବା ପରି ଘଟଣା ପଦାକୁ ଆସିଛି। ଏହି ଘଟଣାରେ କୁଜଙ୍ଗ ପୋଲିସ୍ ଯୁଧିଷ୍ଟିର ପ୍ରଧାନ ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।  ଅଭିଯୋଗ ଅନୁଯାୟୀ, କୁଜଙ୍ଗ କାଠକୋଟ ଗାଁର ଯୁଧିଷ୍ଟିର ଗତବର୍ଷ ନିଶାଦେଇ ନାବାଳିକା ଜଣଙ୍କୁ ଚେନ୍ନାଇ ନେଇଯାଇଥିଲା। […]

nabalika

nabalika

Rakesh Mallick
  • Published: Wednesday, 09 December 2015
  • Updated: 10 December 2015, 01:19 AM IST

Sports

Latest News

ଭୁବନେଶ୍ୱର/ଜଗତସିଂହପୁର: ଭୁବନେଶ୍ୱର ଷ୍ଟେସନରୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଜଣଷ ନାବାଳିକା ଉଦ୍ଧାର ହେବା ପରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ନାବାଳିକା ଜଣଙ୍କୁ ଅପହରଣ କରାଯିବା ପରେ ଚେନ୍ନାଇରେ ଦେହ ବ୍ୟବସାୟରେ ଲଗାଯିବା ପରି ଘଟଣା ପଦାକୁ ଆସିଛି। ଏହି ଘଟଣାରେ କୁଜଙ୍ଗ ପୋଲିସ୍ ଯୁଧିଷ୍ଟିର ପ୍ରଧାନ ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।

 ଅଭିଯୋଗ ଅନୁଯାୟୀ, କୁଜଙ୍ଗ କାଠକୋଟ ଗାଁର ଯୁଧିଷ୍ଟିର ଗତବର୍ଷ ନିଶାଦେଇ ନାବାଳିକା ଜଣଙ୍କୁ ଚେନ୍ନାଇ ନେଇଯାଇଥିଲା। ସେଠାରେ ସେ ଜୋରଜବରଦସ୍ତ ନାବାଳି ଜଣଙ୍କୁ ଦେହ ବ୍ୟବସାୟରେ ଲଗାଇଥିଲା। ହେଲେ ସେଠାରୁ ଫେରିବା ପରେ ପରିବାର ଲୋକଙ୍କ ଚାପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ କରିଥିଲା। ବିବାହ ପରେ ପୁରୁଣା ଭୁବନେଶ୍ୱର ଅଞ୍ଚଳକୁ ଆଣି ପୀଡିତାଙ୍କୁ ରଖି ପୁଣି ଦେହ ବ୍ୟବସାୟରେ ଲଗାଇଥିବା ଅଭିଯୋଗ ହୋଇଛି। ରେଲୱେ ଷ୍ଟେସନରେ ପୀଡ଼ିତାଙ୍କୁ ବିକ୍ରି କରିବାକୁ ଉଦ୍ୟମ କରୁଥିବାବେଳେ ଏକ ସ୍ୱେଚ୍ଛାସେବୀ ସଂଗଠନ ତାଙ୍କୁ ଉଦ୍ଧାର କରିଥିଲା।

ପୀଡ଼ିତାଙ୍କୁ ଏବେ ଭୁବନେଶ୍ୱର ଚାଇଲ୍ଡ ଲାଇନରେ ରଖାଯାଇଛି। ଏହି ଘଟଣାରେ ଯୁଧିଷ୍ଟିର ସହ ଆଉ କେଉଁମାନେ ଜଡ଼ିତ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ପୋଲିସ୍ ତନାଘନା ଚଳାଇଛି। ଦରକାର ପଡିଲେ ପୋଲିସର ଏକ ଟିମ୍ ରାଜ୍ୟ ବାହାରକୁ ଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story