ନବରଙ୍ଗପୁର: ୬ ବାଘ ଚମଡା, ଦାନ୍ତ, ଭାଲୁ ନଖ ଓ ପଞ୍ଝା ଜବତ, ୫ ମାଫିଆ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ବାଘ ଓ ଭାଲୁ ଚମଡା, ଦାନ୍ତ, ନଖ ଚାଲାଣକାରୀ ଗ୍ୟାଙ୍ଗର ୫ଜଣଙ୍କ ବନ ବିଭାଗ ଗିରଫ କରିଛି। ସେମାନଙ୍କ ପାଖରୁ ୬ଟି କଲରପତରିଆ ବାଘର ଚମଡା, ୯ଟି ଦାନ୍ତ ଜବତ କରାଯାଇଛି। ସେହିପରି ଭାଲୁ ପଞ୍ଝା ଓ ବହୁ ପରିମାଣରେ ନଖ ଜବତ କରାଯାଇଛି। ଏହି ଗ୍ୟାଙ୍ଗରେ ଆହୁରି ୩ଜଣ ସମ୍ପୃକ୍ତ ଥିବା ଜଣାପଡିଛି। ସେମାନଙ୍କୁ ଗିରଫ କରାଯିବାକୁ ଉଦ୍ୟମ କରାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

nabaranjapur-bagha

Rakesh Mallick
  • Published: Tuesday, 02 February 2016
  • , Updated: 02 February 2016, 01:41 PM IST

Related story