ନକଲି ବିଜ୍ଞପ୍ତି ମାମଲା: କୋର୍ଟରେ ହାଜର ପରେ ଜେଲ୍‌ ଗଲେ ମୋତିଲାଲ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ନକଲି ବିଜ୍ଞପ୍ତି ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡ଼ଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଆଜି ରିମାଣ୍ଡ ସରିବା ପରେ କ୍ରାଇମବ୍ରାଞ୍ଚ ମୋତିଲାଲଙ୍କୁ ଭୁବନେଶ୍ୱର ଜିଲ୍ଲା ଓ ଦୌରାଜଜ୍‌ କୋର୍ଟରେ ହାଜର କରିଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରା ନ ଯିବାରୁ କୋର୍ଟ ତାଙ୍କୁ ଜେଲ୍‌କୁ ପଠାଇ ଦେଇଛନ୍ତି। ନକଲି ବିଜ୍ଞପ୍ତି କେଳେଙ୍କାରୀରେ ମୋତିଲାଲ ଏକା ସାମିଲ ନ ଥିଲେ। ଏଥିରେ […]

motilal

motilal

Rakesh Mallick
  • Published: Friday, 15 July 2016
  • Updated: 15 July 2016, 04:56 PM IST

Sports

Latest News

motilalଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ନକଲି ବିଜ୍ଞପ୍ତି ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡ଼ଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଆଜି ରିମାଣ୍ଡ ସରିବା ପରେ କ୍ରାଇମବ୍ରାଞ୍ଚ ମୋତିଲାଲଙ୍କୁ ଭୁବନେଶ୍ୱର ଜିଲ୍ଲା ଓ ଦୌରାଜଜ୍‌ କୋର୍ଟରେ ହାଜର କରିଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରା ନ ଯିବାରୁ କୋର୍ଟ ତାଙ୍କୁ ଜେଲ୍‌କୁ ପଠାଇ ଦେଇଛନ୍ତି।

ନକଲି ବିଜ୍ଞପ୍ତି କେଳେଙ୍କାରୀରେ ମୋତିଲାଲ ଏକା ସାମିଲ ନ ଥିଲେ। ଏଥିରେ ସେ ନିଜ ପତ୍ନୀଙ୍କୁ ମଧ୍ୟ ସାମିଲ କରିଥିଲେ। ନିଜ ପତ୍ନୀଙ୍କ ନାଁରେ ଥିବା ନର୍ସିଂହୋମ ସହ କିଛି ବେନାମୀ ନର୍ସିଂହୋମରେ ମୋତିଲାଲ ବିଭିନ୍ନ ସମୟରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବାର ପ୍ରମାଣ ଓଟିଭି ପାଇଛି। କାଗଜପତ୍ରରେ ଏପରି ଜାଲିଆତି କରି ସେ ବଡ଼ ବଡ଼ ଶିଳ୍ପ ସଂସ୍ଥାଙ୍କ ପାଖରୁ କୋଟି କୋଟି ଟଙ୍କା ହରିଲୁଟ୍‌ କରିଛନ୍ତି। ୫ ନୁହେଁ ଅଧିକ ନର୍ସିଂହୋମ ସହ ମୋତିଲାଲ ବେଆଇନ ଚୁକ୍ତି କରିଥିଲେ। ଶ୍ରମ ବିଭାଗର ଖୋଳତାଡ଼ ପରେ ଏହି ତଥ୍ୟ ପଦାକୁ ଆସିଛି।

ଓଟିଭିକୁ ମିଳିଥିବା ତଥ୍ୟ ଅନୁସାରେ ମୋତିଲାଲ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୩ଟି ପର୍ଯ୍ୟାୟରେ ସୁପାରିଶ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫ଟି ନର୍ସିଂହୋମ ପାଇଁ ସେ ସୁପାରିଶ କରିଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୪ଟି ଓ ତୃତୀୟ ପର୍ଯ୍ୟାୟରେ ୫ଟି ପାଇଁ ସୁପାରିଶ କରିଥିଲେ। କିଛି ନର୍ସିଂହୋମର ନାଁ କିନ୍ତୁ ୩ଟି ଯାକ ପର୍ଯ୍ୟାୟ ସୁପାରିଶରେ ଥିଲା। ଏଥିମଧ୍ୟରୁ ଗୋଟିଏ ଥିଲା ତାଙ୍କ ପତ୍ନୀଙ୍କ ନାମରେ ଥିବା ଖଣ୍ଡଗିରି କୋଳଥିଆର ମାଉଣ୍ଟ ଇଣ୍ଡିଆ ଅକୁପେସନାଲ ହେଲ୍‌ଥ ସେଣ୍ଟର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story