ନନ୍ଦନକାନନ ରୋଡ଼ ଅସଦାଚରଣ ମାମଲା: ଟିଆଇ ପରେଡରେ ୩ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର: ନନ୍ଦନକାନନ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଆଜି ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯାଇଥିଲା। ଏଥିରେ ୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଅସଦାଚରଣର ଶିକାର ହୋଇଥିବା ଯୁବତୀମାନେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୩ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ଝାରପଡ଼ା ଜେଲରେ ଏହି ଟିଆଇ ପରେଡ କରାଯାଇଥିଲା। ଏହାସହ ଅଭିଯୋଗ ଆଣିଥିବା ଯୁବତୀଙ୍କ ବୟାନ ଧାରା ୧୬୪ରେ ରେକର୍ଡ କରାଯାଇଛି।

bbsr1

Rakesh Mallick
  • Published: Tuesday, 10 January 2017
  • , Updated: 10 January 2017, 07:00 PM IST

ଭୁବନେଶ୍ୱର: ନନ୍ଦନକାନନ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଆଜି ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯାଇଥିଲା। ଏଥିରେ ୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଅସଦାଚରଣର ଶିକାର ହୋଇଥିବା ଯୁବତୀମାନେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୩ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ଝାରପଡ଼ା ଜେଲରେ ଏହି ଟିଆଇ ପରେଡ କରାଯାଇଥିଲା।

ଏହାସହ ଅଭିଯୋଗ ଆଣିଥିବା ଯୁବତୀଙ୍କ ବୟାନ ଧାରା ୧୬୪ରେ ରେକର୍ଡ କରାଯାଇଛି।

Related story