ନାରାୟଣପାଟଣାରେ ବ୍ୟବସାୟୀଙ୍କ ଘରୁ ବିସ୍ଫୋରକ ସାମଗ୍ରୀ ଜବତ

ନାରାୟଣପାଟଣା: କୋରାପୁଟ ଜିଲ୍ଲା ସୁନାବେଡା ଏସ୍‌ଡିପିଓଙ୍କ ନେତୃତ୍ୱରେ ଦାମନଯୋଡ଼ି ପୋଲିସ୍‌ ଆଜି ଲକ୍ଷ୍ମୀପୁର ବ୍ଲକ କାକରିଗୁମା ଗାଁର ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ୪୫ ବସ୍ତା ଆମୋନିୟମ୍‌ ସଲ୍‌ଫେଟ୍‌, ୫ ବଣ୍ଡଲ ଇଲେକ୍ଟ୍ରୋନିକ ଡିଟୋନେଟର ଓ ୧୬ଟି ଡିଜେଲ୍ ଭର୍ତ୍ତି ଜାରକିନ୍‌ ରହିଛି। ତେବେ ଏହି ବିସ୍ଫୋରକ ସାମଗ୍ରୀ କେଉଁ ଉଦ୍ଦେଶ୍ୟରେ ରଖାଯାଥିଲା ତାହା ଜଣାପଡ଼ିନି। ଅନ୍ୟପକ୍ଷରେ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।

narayana patana

narayana patana

Rakesh Mallick
  • Published: Tuesday, 16 August 2016
  • Updated: 16 August 2016, 08:28 PM IST

ନାରାୟଣପାଟଣା: କୋରାପୁଟ ଜିଲ୍ଲା ସୁନାବେଡା ଏସ୍‌ଡିପିଓଙ୍କ ନେତୃତ୍ୱରେ ଦାମନଯୋଡ଼ି ପୋଲିସ୍‌ ଆଜି ଲକ୍ଷ୍ମୀପୁର ବ୍ଲକ କାକରିଗୁମା ଗାଁର ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି।

ଜବତ ସାମଗ୍ରୀ ମଧ୍ୟରେ ୪୫ ବସ୍ତା ଆମୋନିୟମ୍‌ ସଲ୍‌ଫେଟ୍‌, ୫ ବଣ୍ଡଲ ଇଲେକ୍ଟ୍ରୋନିକ ଡିଟୋନେଟର ଓ ୧୬ଟି ଡିଜେଲ୍ ଭର୍ତ୍ତି ଜାରକିନ୍‌ ରହିଛି। ତେବେ ଏହି ବିସ୍ଫୋରକ ସାମଗ୍ରୀ କେଉଁ ଉଦ୍ଦେଶ୍ୟରେ ରଖାଯାଥିଲା ତାହା ଜଣାପଡ଼ିନି। ଅନ୍ୟପକ୍ଷରେ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos