ମର୍ଚ୍ଚାଣ୍ଟ୍ ନାଭିରେ ଚାକିରି ଦେବାକୁ କହି ୧୦ ଓଡ଼ିଆ ଯୁବକଙ୍କୁ ଠକେଇ

ଭୁବନେଶ୍ୱର: ମର୍ଚ୍ଚାଣ୍ଟ୍ ନାଭିରେ ଚାକିରି ଦେବାକୁ କହି ଝାଡ଼ଖଣ୍ଡ ଜାମସେଦପୁରରେ ୧୦ଜଣ ଓଡ଼ିଆ ଯୁବକଙ୍କୁ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଯୁବକମାନେ ବ୍ରହ୍ମପୁର ଅଞ୍ଚଳର। ଏ ନେଇ ସେମାନେ ଜାମସେଦପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଏହି ଯୁବକମାନେ ମର୍ଚ୍ଚାଣ୍ଟ୍ ନାଭିରେ ଚାକିରି ପାଇଁ ଜାମସେଦପୁର ଡିମନା ଚୌକରେ ଥିବା ଏକ ସଂସ୍ଥାରେ ଆବେଦନ କରିଥିଲେ। ଯୁବକମାନଙ୍କୁ ଜାମସେଦପୁର କାର୍ଯ୍ୟାଳୟକୁ ଡକାଯାଇ ସେମାନେ ଚାକିରି ପାଇଁ ମନୋନୀତ ହୋଇଥିବା ସଂସ୍ଥା ତରଫରୁ କୁହାଯାଇଥିଲା। ତାଲିମ୍ ଓ […]

jamsedpur

jamsedpur

Rakesh Mallick
  • Published: Monday, 30 November 2015
  • Updated: 30 November 2015, 10:23 AM IST

Sports

Latest News

ଭୁବନେଶ୍ୱର: ମର୍ଚ୍ଚାଣ୍ଟ୍ ନାଭିରେ ଚାକିରି ଦେବାକୁ କହି ଝାଡ଼ଖଣ୍ଡ ଜାମସେଦପୁରରେ ୧୦ଜଣ ଓଡ଼ିଆ ଯୁବକଙ୍କୁ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଯୁବକମାନେ ବ୍ରହ୍ମପୁର ଅଞ୍ଚଳର। ଏ ନେଇ ସେମାନେ ଜାମସେଦପୁର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ଏହି ଯୁବକମାନେ ମର୍ଚ୍ଚାଣ୍ଟ୍ ନାଭିରେ ଚାକିରି ପାଇଁ ଜାମସେଦପୁର ଡିମନା ଚୌକରେ ଥିବା ଏକ ସଂସ୍ଥାରେ ଆବେଦନ କରିଥିଲେ। ଯୁବକମାନଙ୍କୁ ଜାମସେଦପୁର କାର୍ଯ୍ୟାଳୟକୁ ଡକାଯାଇ ସେମାନେ ଚାକିରି ପାଇଁ ମନୋନୀତ ହୋଇଥିବା ସଂସ୍ଥା ତରଫରୁ କୁହାଯାଇଥିଲା। ତାଲିମ୍ ଓ ଅନ୍ୟ ଖର୍ଚ୍ଚ ବାବଦକୁ ପ୍ରତ୍ୟେକଙ୍କ ପାଖରୁ ପ୍ରାୟ ୯୦ହଜାର ୫୦୦ଟଙ୍କା ଲେଖାଏଁ ନିଆଯାଇଥିଲା। ଟ୍ରେନିଂ ସରିବା ପରେ ସେମାନଙ୍କୁ ଗୋଆ ଚାକିରି କରିବାକୁ ପଠାଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଇଥିଲା। ଯୁବକମାନେ ଠକେଇର ଶିକାର ହୋଇଥିବା ଜାଣିବା ପରେ କୌଣସି ମତେ ସେଠାରୁ ଖସି ଆସି ଜାମସେଦପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story