ନୟାଗଡ଼ରେ ପୁଣି ଚିଟଫଣ୍ଡ ଠକେଇ ଅଭିଯୋଗ: ଏକ୍ସେଲା ରିଅଲ ପ୍ରୋଜେକ୍ଟ ନାଁରେ ଥାନାରେ ମାମଲା

ନୟାଗଡ଼: ନୟାଗଡ଼ ସହରରେ ପୁଣି ଏକ ଚିଟଫଣ୍ଡ ଠକେଇ ଅଭିଯୋଗ ଆସିଛି। ଏକ୍ସେଲା ରିଅଲ ପ୍ରୋଜେକ୍ଟ କମ୍ପାନୀ ଜମାକାରୀଙ୍କ ଠାରୁ ପ୍ରାୟ ୩ କୋଟି ଟଙ୍କାର ଠକି ନେଇଥିବା ଅଭିଯୋଗ ହୋଇଛି। ଅଧିକ ସୁଧର ପ୍ରଲୋଭନ ଦେଖାଇ ଟଙ୍କା ଠକି ନେଇଥିବା ନେଇ ଜମାକାରୀମାନେ ନୟାଗଡ଼ ଟାଉନ ଥାନାରେ କମ୍ପାନୀର ଚେୟାରମ୍ୟାନ ଦୁଲାଲ ନନ୍ଦି, ସିଏମଡ଼ି ରାଜ ସାହା ଓ ଚିଫ କୋ-ଅର୍ଡିନେଟର ଯୋଗୀନାଥ ପ୍ରଧାନଙ୍କ ନାଁରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ […]

nayagada

nayagada

Rakesh Mallick
  • Published: Friday, 06 November 2015
  • Updated: 06 November 2015, 09:34 AM IST

Sports

Latest News

ନୟାଗଡ଼: ନୟାଗଡ଼ ସହରରେ ପୁଣି ଏକ ଚିଟଫଣ୍ଡ ଠକେଇ ଅଭିଯୋଗ ଆସିଛି। ଏକ୍ସେଲା ରିଅଲ ପ୍ରୋଜେକ୍ଟ କମ୍ପାନୀ ଜମାକାରୀଙ୍କ ଠାରୁ ପ୍ରାୟ ୩ କୋଟି ଟଙ୍କାର ଠକି ନେଇଥିବା ଅଭିଯୋଗ ହୋଇଛି। ଅଧିକ ସୁଧର ପ୍ରଲୋଭନ ଦେଖାଇ ଟଙ୍କା ଠକି ନେଇଥିବା ନେଇ ଜମାକାରୀମାନେ ନୟାଗଡ଼ ଟାଉନ ଥାନାରେ କମ୍ପାନୀର ଚେୟାରମ୍ୟାନ ଦୁଲାଲ ନନ୍ଦି, ସିଏମଡ଼ି ରାଜ ସାହା ଓ ଚିଫ କୋ-ଅର୍ଡିନେଟର ଯୋଗୀନାଥ ପ୍ରଧାନଙ୍କ ନାଁରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।
ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ନେଇ କଥାବାର୍ତ୍ତା ଚାଲିଥିବା କଥା ନୟାଗଡ଼ ଏସଡ଼ିପିଓ ଅଭିମନ୍ୟୁ ନାୟକ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story