ନୟାଗଡ଼: ଆଖି ତାଡ଼ି ଯୁବକଙ୍କୁ ହତ୍ୟା

ନୟାଗଡ଼:ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କେସ୍ତପଡ଼ାରେ  ଆଜି ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା କରାଯାଇଛି। ଆଖି ତାଡ଼ି ଅତି ବୀଭତ୍ସ ଭାବେ ତାଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାଁ ନକୁଳ ବାଣ୍ଠ। ସେ କେନ୍ଦୁଢିପି ସମିତି ସଭ୍ୟା ପୁଷ୍ପାଞ୍ଜଳି ବାଣ୍ଠଙ୍କ ସ୍ୱାମୀ। ନକୁଳଙ୍କ ଘର ଖଇରପଟିରେ। ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତୃତା ଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକ ନକୁଳଙ୍କ ଶବକୁ […]

nayAGARD MURDER

nayAGARD MURDER

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 04:56 PM IST

Sports

Latest News

ନୟାଗଡ଼:ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କେସ୍ତପଡ଼ାରେ  ଆଜି ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା କରାଯାଇଛି। ଆଖି ତାଡ଼ି ଅତି ବୀଭତ୍ସ ଭାବେ ତାଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାଁ ନକୁଳ ବାଣ୍ଠ। ସେ କେନ୍ଦୁଢିପି ସମିତି ସଭ୍ୟା ପୁଷ୍ପାଞ୍ଜଳି ବାଣ୍ଠଙ୍କ ସ୍ୱାମୀ। ନକୁଳଙ୍କ ଘର ଖଇରପଟିରେ। ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତୃତା ଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକ ନକୁଳଙ୍କ ଶବକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିଲେ।

ନକୁଳ ନିଜ ମୋଟରସାଇକେଲ ଯୋଗ ନୟାଗଡ଼ରୁ ଫେରୁଥିବା ବେଳେ ୫ ରୁ ୬ ଜଣ ଲୋକ ସଂଘବଦ୍ଧ ଭାବେ ତାଙ୍କୁ ହତ୍ୟା କରିଥିଲେ। ଘଟଣା ସ୍ଥଳରେ ନୟାଗଡ଼ ଏସପି ମନୋରଂଜନ ମହାନ୍ତି ଓ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ଏସ୍‌ପି ମନୋରଞ୍ଜନ ମହାନ୍ତି  କହିଛନ୍ତି ଯେ ହତ୍ୟାକାଣ୍ଡ ପଛରେ ଥିବା ଦୁର୍ବୃତ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story