ନୟାଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ

ନୟାଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୟାଗଡ଼ ଜିଲ୍ଲା ଶରଣକୂଳ ଅଞ୍ଚଳର ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳି ଯୁବକଙ୍କ ବାମଗୋଡ ଜଙ୍ଘରେ ବାଜିଛି। ଆହତ ଯୁବକ ଜଣଙ୍କ ହେଲେ ଜିତେନ୍ଦ୍ର ମହାପାତ୍ର। ଜିତେନ୍ଦ୍ର ଏକ ଫାଷ୍ଟଫୁଡ ଦୋକାନରେ ବସିଥିବା ସମୟରେ ଶରଣକୂଳ ମନ୍ଦିରରେ କାମ କରୁଥିବା ଜଣେ ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଆହତ ଅବସ୍ଥାରେ ଜିତେନ୍ଦ୍ରଙ୍କୁ ପ୍ରଥମେ ଶରଣକୂଳ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ […]

nayagarh-5

nayagarh-5

Rakesh Mallick
  • Published: Friday, 13 November 2015
  • Updated: 13 November 2015, 03:11 AM IST

Sports

Latest News

ନୟାଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୟାଗଡ଼ ଜିଲ୍ଲା ଶରଣକୂଳ ଅଞ୍ଚଳର ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳି ଯୁବକଙ୍କ ବାମଗୋଡ ଜଙ୍ଘରେ ବାଜିଛି। ଆହତ ଯୁବକ ଜଣଙ୍କ ହେଲେ ଜିତେନ୍ଦ୍ର ମହାପାତ୍ର। ଜିତେନ୍ଦ୍ର ଏକ ଫାଷ୍ଟଫୁଡ ଦୋକାନରେ ବସିଥିବା ସମୟରେ ଶରଣକୂଳ ମନ୍ଦିରରେ କାମ କରୁଥିବା ଜଣେ ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଆହତ ଅବସ୍ଥାରେ ଜିତେନ୍ଦ୍ରଙ୍କୁ ପ୍ରଥମେ ଶରଣକୂଳ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛି। ସୁରକ୍ଷା ଦୃଷ୍ଟିରୁ ଅଞ୍ଚଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos