ନିଆଳିରେ ନିର୍ବାଚନୀ ହିଂସା: ଘର ପୋଡ଼ି ଦେଲେ

କଟକ: ନିର୍ବାଚର୍ନୀ ହିଂସା ଥମିବାର ନା ନେଉ ନାହିଁ। ଆଜି କଟକ ଜିଲ୍ଲା ନିଆଳିର ପୋଦନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗାଁର କିଛି ଲୋକଙ୍କ ଘର ପ୍ରତିପକ୍ଷ ଗୋଷ୍ଠୀ ଜାଳି ଦେଇଥିବା ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ଏକ ଦଳର ସମର୍ଥକଙ୍କ ଘର ଜାଳି ଦେଇଥିବା ଅଭିଯୋଗ ହୋଇଛି। ୨ ଦିନ  ତଳେ ଘଟିଥିବା ଏକ ହତ୍ୟାକାଣ୍ଡକୁ  ନେଇ ଏହି ହିଂସାକାଣ୍ଡ ଘଟିଛି। ମଙ୍ଗଳବାର ଏହି ଅଞ୍ଚଳରେ  ପ୍ରତିପକ୍ଷ ଜଣଙ୍କୁ ହତ୍ୟା କରିବା ସହ ଏକାଧିକ କାର […]

niali,

niali,

Rakesh Mallick
  • Published: Thursday, 16 February 2017
  • Updated: 16 February 2017, 05:25 PM IST

Sports

Latest News

କଟକ: ନିର୍ବାଚର୍ନୀ ହିଂସା ଥମିବାର ନା ନେଉ ନାହିଁ। ଆଜି କଟକ ଜିଲ୍ଲା ନିଆଳିର ପୋଦନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗାଁର କିଛି ଲୋକଙ୍କ ଘର ପ୍ରତିପକ୍ଷ ଗୋଷ୍ଠୀ ଜାଳି ଦେଇଥିବା ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ଏକ ଦଳର ସମର୍ଥକଙ୍କ ଘର ଜାଳି ଦେଇଥିବା ଅଭିଯୋଗ ହୋଇଛି।

୨ ଦିନ  ତଳେ ଘଟିଥିବା ଏକ ହତ୍ୟାକାଣ୍ଡକୁ  ନେଇ ଏହି ହିଂସାକାଣ୍ଡ ଘଟିଛି। ମଙ୍ଗଳବାର ଏହି ଅଞ୍ଚଳରେ  ପ୍ରତିପକ୍ଷ ଜଣଙ୍କୁ ହତ୍ୟା କରିବା ସହ ଏକାଧିକ କାର ଓ ବାଇକ ପୋଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos