ବରଗଡ଼: ନକଲି କୀଟନାଶକ ତିଆରି ହେଉଥିବା ପାନଦୋକାନ ଉପରେ ଚଢାଉ, ମାଲିକ ଅଟକ

ବରଗଡ଼: ବରଗଡ଼ ସହରରେ ଏକ ପାନ ଦୋକାନରେ ନକଲି କୀଟନାଶକ ଔଷଧ ତିଆରି ହେଉଥିବା ଅଭିଯୋଗରେ ଚଢାଉ କରାଯାଇଥିଲା। ଦୋକାନରୁ ନକଲି ପ୍ୟାକେଟ, ସିଲ୍ ହୋଇ ଥିବା ନକଲି ଔଷଧ ପ୍ୟାକେଟ, ସିଲ ମେସିନ ସହିତ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ନକଲି ଔଷଧ ପ୍ରସ୍ତୁତ ଅଭିଯୋଗରେ ପୋଲିସ ଦୋକାନ ମାଲିକ ବାଲମୁକୁନ୍ଦ ମେହେରଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, ଧାନର ମହିଷା ରୋଗ ରୋକିବା ପାଇଁ ବିମ୍ ନାମକ ଔଷଧ ଡୋ ସାଇନ୍ସ କମ୍ପାନୀ […]

baragada

baragada

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 04:36 PM IST

Sports

Latest News

ବରଗଡ଼: ବରଗଡ଼ ସହରରେ ଏକ ପାନ ଦୋକାନରେ ନକଲି କୀଟନାଶକ ଔଷଧ ତିଆରି ହେଉଥିବା ଅଭିଯୋଗରେ ଚଢାଉ କରାଯାଇଥିଲା। ଦୋକାନରୁ ନକଲି ପ୍ୟାକେଟ, ସିଲ୍ ହୋଇ ଥିବା ନକଲି ଔଷଧ ପ୍ୟାକେଟ, ସିଲ ମେସିନ ସହିତ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ନକଲି ଔଷଧ ପ୍ରସ୍ତୁତ ଅଭିଯୋଗରେ ପୋଲିସ ଦୋକାନ ମାଲିକ ବାଲମୁକୁନ୍ଦ ମେହେରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଧାନର ମହିଷା ରୋଗ ରୋକିବା ପାଇଁ ବିମ୍ ନାମକ ଔଷଧ ଡୋ ସାଇନ୍ସ କମ୍ପାନୀ ତିଆରି କରୁଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ କମ୍ପାନୀର ନିଜସ୍ୱ କାର୍ଯ୍ୟାଳୟ ରହିଛି। ତେବେ ବରଗଡରେ ଏହା ବହୁ କମ ପରିମାଣର ବିକ୍ରି ହେଉଥିବା ବେଳେ ବିଭିନ୍ନ ସ୍ଥାନରୁ ଔଷଧର ମାନକୁ ନେଇ ଅଭିଯୋଗ ଆସୁଥିଲା। କମ୍ପାନୀ ପକ୍ଷରୁ ଔଷଧ ବିକ୍ରି ହେଉଥିବା ବିଭିନ୍ନ ଦୋକାନରେ ଯାଞ୍ଚ କରାଯାଉଥିବା ବେଳେ ଏହି ଘଟଣା ଜଣାପଡିଥିଲା। ଏ ନେଇ କମ୍ପାନୀର ମାର୍କେଟିଂ ଅଫିସର ଶୀତଲ ଝା ବରଗଡ କୃଷି ବିଭାଗକୁ ଲିଖିତ ଅଭିଯୋଗ କରିବା ସହ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କିଛି କୀଟନାଶକ ନମୁନା ଜବତ କରି ଫରିଦାବାଦ ଟେଷ୍ଟ ଲାଗି ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story