ପାରାଦୀପ: ଅପହୃତ କେଏସଏସ୍ କମ୍ପାନୀ ଏଚଆର୍ ହେଡ ଉଦ୍ଧାର

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ପରିସରରେ ଥିବା କେଏସ୍ଏସ୍ କମ୍ପାନୀର ଅପହୃତ ଏଚ୍ଆର୍ ହେଡ ସଇତାନ ବାଲିଙ୍କୁ ଉଦ୍ଧାର କରାଯାଇଛି। ରାତି ପ୍ରାୟ ୧୧ଟାରେ ଅଭୟଚାନ୍ଦପୁର ପୋଲିସ୍ ଗଡକୁଜଙ୍ଗ ପଞ୍ଚାୟତ ପୋଲାଙ୍ଗ ଗାଁରୁ ଉଦ୍ଧାର କରି ପାରାଦୀପ ଆଣିଥିଲା। ମୁଣ୍ଡଜାମିନ ରଖି ଟଙ୍କା ଆଦାୟ ଲକ୍ଷ୍ୟରେ ତାଙ୍କୁ ଅପହରଣ କରାଯାଇଥିଲା। ପୋଲିସର ଘେରାବନ୍ଦି ଯୋଗୁଁ ଦୁର୍ବୃତ୍ତମାନେ ତାଙ୍କୁ ପୋଲାଙ୍ଗ ଜଙ୍ଗଲରେ ଛାଡ଼ି ଚାଲି ଯାଇଥିଲେ ବୋଲି ସଇତାନ କହିଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସର ତନାଘନା ଜାରି ରହିଛି। […]

paradeep

paradeep

Rakesh Mallick
  • Published: Thursday, 19 November 2015
  • Updated: 19 November 2015, 03:16 AM IST

Sports

Latest News

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ପରିସରରେ ଥିବା କେଏସ୍ଏସ୍ କମ୍ପାନୀର ଅପହୃତ ଏଚ୍ଆର୍ ହେଡ ସଇତାନ ବାଲିଙ୍କୁ ଉଦ୍ଧାର କରାଯାଇଛି। ରାତି ପ୍ରାୟ ୧୧ଟାରେ ଅଭୟଚାନ୍ଦପୁର ପୋଲିସ୍ ଗଡକୁଜଙ୍ଗ ପଞ୍ଚାୟତ ପୋଲାଙ୍ଗ ଗାଁରୁ ଉଦ୍ଧାର କରି ପାରାଦୀପ ଆଣିଥିଲା। ମୁଣ୍ଡଜାମିନ ରଖି ଟଙ୍କା ଆଦାୟ ଲକ୍ଷ୍ୟରେ ତାଙ୍କୁ ଅପହରଣ କରାଯାଇଥିଲା। ପୋଲିସର ଘେରାବନ୍ଦି ଯୋଗୁଁ ଦୁର୍ବୃତ୍ତମାନେ ତାଙ୍କୁ ପୋଲାଙ୍ଗ ଜଙ୍ଗଲରେ ଛାଡ଼ି ଚାଲି ଯାଇଥିଲେ ବୋଲି ସଇତାନ କହିଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସର ତନାଘନା ଜାରି ରହିଛି। ବୁଧବାର ରାତି ୯ଟାରେ ସମ୍ପୃକ୍ତ ଅଧିକାରୀ ସଇତାନ ଅଫିସ କାମ ସାରି ରିଫାଇନାରୀର ୧ ନମ୍ୱର ଗେଟ୍ ଦେଇ ଏକ ବୋଲେରୋ ଯୋଗେ ରୁମକୁ ଫେରୁଥିବା ବେଳେ ୨ଜଣ ଦୁର୍ବୃତ୍ତ ତାଙ୍କୁ ବାଇକରେ ପିଛା କରି ଏମଭିଆର୍ ପୋଲ ଉପରେ ବୋଲେରୋକୁ ଅଟକାଇ ତାଙ୍କୁ ଅପହରଣ କରିନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story