ଏଟିଏମ୍ ତାଡ଼ି ଦେଲେ ଦୁର୍ବୃତ୍ତ

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଚଅଁପୁରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଟିଏମ୍‌କୁ ଦୁର୍ବୃତ୍ତମାନେ ବୁଧବାର ବିଳମ୍ବିତ ରାତିରେ ତାଡ଼ି ଦେଇଛନ୍ତି। ତେବେ ଏଟିଏମ୍‌ର ହାର୍ଡଡିସ୍କ ସମେତ ଅନ୍ୟ ଯନ୍ତ୍ରାଂଶ ସୁରକ୍ଷିତ ଥିବା ସ୍ଥାନୀୟ ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

atm

Rakesh Mallick
  • Published: Thursday, 12 January 2017
  • , Updated: 12 January 2017, 10:11 AM IST

Related story