ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମେହେରପଡା ସ୍ଥିତ ମହାଲକ୍ଷ୍ମୀ ମେଡିସିନ ଷ୍ଟୋରଠାରେ ଏକ ମିନିଟ୍ରକରେ କଫ୍ ସିରପ ଅନଲୋଡ ହେଉଥିବା ସମୟରେ ପୋଲିସ୍ ୩,୩୬୦ଟି କଫ୍ ସିରପ୍ ଜବତ କରିଛି।
ଏନେଇ ଟ୍ରଗ୍ସ ଇନ୍ସପେକ୍ଟର ଓ ବଲାଙ୍ଗିର ସିଟିଓ ତଦନ୍ତ କରୁଛନ୍ତି।
କଫ୍ ସିରପ୍ ଗୁଡ଼ିକ ୯୦ ଟଙ୍କା ହୋଇଥିବା ବେଳେ ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ପ୍ରତି କଫ୍ ସିରପ୍ର ମୂଲ୍ୟକୁ ୩ଟଙ୍କା ଦରରେ କିଣାଯାଇଥିବା ବିଲ୍ରେ ଉଲ୍ଲେଖ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା, ୨ ମୃତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।